ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

ରାମମନ୍ଦିରରେ ସାମୁହିକ ବିବାହ, ଗୋଟିଏ ମଣ୍ଡପରେ ହାତକୁ ହାତ ଧରିଲେ ୨୫ ଯୋଡ଼ା ନବଦମ୍ପତ୍ତି

ଭୁବନେଶ୍ୱର ୧୪।୦୩ : ଭୁବନେଶ୍ୱରର ରାମମନ୍ଦିରରେ ପ୍ରୟାସ ପକ୍ଷରୁ ୮ମ ସାମୂହିକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ଗୋଟିଏ ମଣ୍ଡପରେ ୨୫ ଯୋଡ଼ା ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି । ପ୍ରୟାସ ସଂଗଠନ ପକ୍ଷରୁ ଏହି ଆର୍ଥିକ ଅନଗ୍ରସର ଥିବା ବର ଓ କନ୍ୟା ଦାନ ପାଇଁ ପିତାମାତା ଉପସ୍ଥିତ ରହି ନିରାଡ଼ମ୍ବର ସହ ବିବାହ କାର୍ଯ୍ୟ ସମ୍ପନ କରିଛନ୍ତି।

ତେବେ ସକାଳ ୧୧ଟାରୁ ଆର୍ଯ୍ୟ ସମାଜରୁ ବାଜା ନାଚ ଗୀତ ଗାଇ ରୋଷଣ କରି ବର ଯାତ୍ରୀ ପହଞ୍ଚିଥିଲେ । ଏହାପରେ ରାମମନ୍ଦିରରେ ସୁସଜ୍ଜିତ ଥିବା ମଣ୍ଡପର ବେଦିରେ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା । ଗୋଟିଏ ମଣ୍ଡପରେ ୨୫ ଯୋଡ଼ା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ତେବେ ଏହି ସାମୁହିକ ବିବାହ ଦ୍ୱାରା ପ୍ରତିକାର ସ୍ୱରୂପ ନବବଧୂକୁ ସଚେତନ କରାଇବା , ଆର୍ଥିକ ଅନଗ୍ରସର ମାନଙ୍କୁ ପ୍ରାଧାନ୍ୟ ଦେବା , ଯୌତୁକ ବିରୋଧରେ ସଚେତନତା ଶିକ୍ଷିତ ବାତାବରଣ ସୃଷ୍ଟି କରିବା ଉଦ୍ଧେଶ୍ୟରେ ଏହି ସାମୁହିକ ବିବାହ ଉତ୍ସବ ଆୟୋଜିତ ହୋଇଛି ବୋଲି ପ୍ରୟାସର ମୁଖ୍ୟ କହିଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ