ଦେଶ ବିଦେଶ ମନୋରଞ୍ଜନ

ଆପଣ ଜାଣନ୍ତି କି ବିଦ୍ୟା ପିନ୍ଧିଥିବା ଏହି କଳା ରଂଗ ଶାଢ଼ୀର ଦାମ କେତେ?

ମୁମ୍ବାଇ: ନିଜର ଅପ୍‌କମିଂ ଚଳଚ୍ଚିତ୍ର ‘ଜଲ୍‌ସା’କୁ ନେଇ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି ସିନେ ଅଭିନେତ୍ରୀ ବିଦ୍ୟା ବାଲନ। ସେ ଏବେ ନିଜ ଚଳଚ୍ଚିତ୍ରର ପ୍ରମୋସନ୍‌ରେ ଖୁବ୍ ବ୍ୟସ୍ତ ଅଛନ୍ତି। ନିକଟରେ ବିଦ୍ୟା ଏବ କଳା ରଂଗର ଶାଢ଼ୀରେ ନଜର ଆସିଛନ୍ତି।

ଏବେ ସେ ତାଙ୍କର ସେହି ଶାଢ଼ୀକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ବିଦ୍ୟାଙ୍କର ଏହି ଶାଢ଼ୀର ଦାମ ୧୭ ହଜାର ଟଙ୍କା। ବିଦ୍ୟା ପିନ୍ଧିଥିବା ଏହି ଚନ୍ଦେରୀ ଶାଢ଼ୀଙ୍କୁ ଅନେକ ପ୍ରଶଂସକ ପସନ୍ଦ କରିଛନ୍ତି।

ଶାଢ଼ୀ କଳା ରଂଗର ହୋଇଥିବା ବେଳେ ବିଦ୍ୟା ସେଥିରେ ଏକ କଳା ରଂଗର ବ୍ଲାଉଜ୍‌ ପିନ୍ଧିଥିବାର ନଜର ଆସିଛନ୍ତି। ତାଙ୍କ ଶାଢ଼ୀରେ ସୁନେଲି ରଂଗର ପାଇପିଂ ଯାଇଥିବା ବେଳେ ସେ ଅଣ୍ଟାରେ ଏକ କମର ପିତା ପରିଧାନ କରିଛନ୍ତି।

ଇଣ୍ଡିଆଟୁଡେ
ବିଦ୍ୟା ନିଜ ଶାଢ଼ୀକୁ ମ୍ୟାଚ୍‌ କରିବା ପରେ ଏକ ସୁନେଲି କାନ ଫୁଲ ଓ ମୁଦି ବି ପିନ୍ଧିଛନ୍ତି। ଓଠରେ ମେରୁନ୍‌ ରଂଜର ଲିପ୍‌ଷ୍ଟିକ୍‌ ଲଗାଇ ସେ ଏକ୍‌ଦମ ନିଆରା ଦିଶୁଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ