ଦେଶ ବିଦେଶ ରାଶିଫଳ ସ୍ପେଶାଲ ରିପୋର୍ଟ

ଏହି ରାଶି ବ୍ୟକ୍ତିଙ୍କ ଲଭ-ଲାଇଫ୍‌ରେ ଆସିବ ସୁଧାର, ଆରମ୍ଭ ହେବ ଭଲ ଦିନ

ନୂଆଦିଲ୍ଳୀ ୧୦।୦୩ : ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୧୨ଟି ରାଶି ରହିଛି। ଯେକୌଣସି ଗ୍ରହର ରାଶିର ପରିବର୍ତ୍ତନ ଯୋଗୁଁ ସମସ୍ତ ୧୨ଟି ଉପରେ ପ୍ରଭାବ ପଡିଥାଏ। କେତେକ ରାଶି ପାଇଁ ଭଲ ହୋଇଥାଏ ତ ଆଉ କେତେକ ପାଇଁ ଖରାପ। ତେବେ ଚାଲନ୍ତୁ ଜାଣିବା ଏହି ରାଶମାନଙ୍କ ବ୍ୟକ୍ତି ବିଷୟରେ ଯାହାର ସ୍ବାସ୍ଥ୍ୟ , କ୍ୟାରିୟର, ପ୍ରେମ ଜୀବନରେ ଶୁଭମୟ ହେବାକୁ ଯାଉଛି।

ମେଷ ରାଶି –ଏହି ରାଶିର ବ୍ୟକ୍ତିମାନେ ନିଜ ପ୍ରିୟ ଲୋକଙ୍କୁ ମନାଇବା ପାଇଁ ଚେଷ୍ଟା କରିବେ। ଭଲ ଜିନିଷ ସବୁ ସେମାନଙ୍କ ସହିତ ସେୟାର କରିବେ। ଜୀବନସାଥୀ ସହିତ ହୃଦୟ ସହ ବାର୍ତ୍ତାଳାପ କରିବେ । ଏହା ସହ ସମ୍ପର୍କକ ମଧ୍ୟ ଦୃଢ ହେବ।

ବୃଷ ରାଶି-ସମ୍ପର୍କ ଆଉ ଏକ ସୁଯୋଗ ମିଳିବ। ବାର୍ତ୍ତାଳାପ କରିବା ଦ୍ବାରା ଦୀର୍ଘସ୍ଥାୟୀ ସମ୍ପର୍କରେ ନୂଆ ଆରମ୍ଭ ହେବ। ଜୀବନଟା ସୁନ୍ଦର ସହ ଖୁସିରେ ଅତିବାହିତ କରିବେ।

ମିଥୁନ ରାଶି-ଖରାପ ସଂପର୍କରେ ରହିବାର ସମ୍ଭାବନା ଅଧିକ ରହିଛି। ହେଲେ ସେ ସବୁ ଯଥା ଶୀଘ୍ର ଦୂରେଇ ଯିବ। ଜୀବନରେ ଖୁସିର ଦିନ ଆସିବ। ନିଜକୁ ବଢିବା ସହ ପରିବର୍ତ୍ତନ କରିବାର ସୁଯୋଗ ମିଳିବ।

କନ୍ୟା ରାଶି-ରୋମାଣ୍ଟିକ୍ ଡେଟ୍‌ ପାଇଁ ବା ସାଥୀ ସହ ଦିନଟି ଅତିବାହିତ କରିବା ପାଇଁ ଶୁଭ ଦିନ ହେବ। ଦିନଟି ଆପଣଙ୍କ ସାଥୀଙ୍କ ସହିତ ଭ୍ରମଣ କରିବା ସଫଳ ହୋଇପାରେ। ଧୀରେ ଧୀରେ ଜୀବନସାଥୀଙ୍କ ମଧ୍ୟରେ ଆହୁରି ନିକଟତର ହୋଇପାରନ୍ତି ।

ବିଛା ରାଶି-ଲଭ୍‌ବାର୍ଡଙ୍କ ପାଇଁ ଦିନଟି ଖୁବ୍‌ ଭଲ। ଜୀବନସାଥୀ ବା ପାର୍ଟନର ସହିତ କିଛି ଭଲ ମୁହୂର୍ତ୍ତ ବିତାଇବେ। ସମ୍ପର୍କକୁ ଦୃଢ କରିବାକୁ ଏହି ଦିନଟି ଖବ୍‌ ଭଲ। ଭ୍ରମଣ କରିବାର ମଧ୍ୟ ସୁଯୋଗ ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ