ଦେଶ ବିଦେଶ ମନୋରଞ୍ଜନ

ପୁଷ୍ପାର ‘ଶ୍ରୀବଲ୍ଲୀ’ ସହ ବିବାହ ଖବରକୁ ମନା କଲେ ବିଜୟ ଦେବରକୋଣ୍ଡା: କହିଲେ ସବୁ ଗୁଜବ, ଚର୍ଚ୍ଚାରେ ଟ୍ୱିଟ୍

ନୂଆଦିଲ୍ଲୀ ୨୨/୦୨: ଗତ କିଛି ଦିନ ହେବ ସାଉଥ ଷ୍ଟାର ବିଜୟ ଦେବରାକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ବିବାହକୁ ନେଇ ଏକ ଜବରଦସ୍ତ ଆଲୋଚନା । ଉଭୟଙ୍କର ଡେଟିଂ ନେଇ ଦୀର୍ଘ ସମୟ ଧରି ଆଲୋଚନା ହୋଇଆସୁଛି । ଏହା ଅନ୍ୟ ଏକ ବିଷୟ ଯେ ଉଭୟେ ଆଜି ପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କକୁ ନିଶ୍ଚିତ କରିନାହାଁନ୍ତି ।

ଗତ କିଛି ଦିନ ହେବ, ଚର୍ଚ୍ଚା ହେଉଥିଲା ଯେ, ରଶ୍ମିକା ଏବଂ ବିଜୟ ୨୦୨୨ ଶେଷରେ ବିବାହ କରିବାକୁ ଯାଉଛନ୍ତି । ହେଲେ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛି ବିଜୟଙ୍କ ଟ୍ୱିଟ୍ । ସେ କହିଛନ୍ତି ବିବାହର ଖବର ସଂପୂର୍ଣ୍ଣ ଗୁଜବ । ଖବର ରହିଛି ଯେ ରଶ୍ମିକା ମନ୍ଦନା ଏବଂ ବିଜୟ ଦେବରାକୋଣ୍ଡା ସେମାନଙ୍କ ସମ୍ପର୍କକୁ ପରବର୍ତ୍ତୀ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି ।

ବର୍ତ୍ତମାନ ସେ ତାଙ୍କର ବୃତ୍ତିଗତ ସାମ୍ମୁଖ୍ୟ ଉପରେ ଧ୍ୟାନ ଦେଉଛନ୍ତି । ଏହି କଳ୍ପନାଜଳ୍ପନା ମଧ୍ୟରେ ବିଜୟ ଦେବରାକୋଣ୍ଡାଙ୍କ ଏକ ଟୁଇଟ୍ ସାମ୍ନାକୁ ଆସିଛି । ଯାହା ବିବାହ ଖବର ଉପରେ ତାଙ୍କର ପ୍ରତିକ୍ରିୟା ବୋଲି କୁହାଯାଏ । ବିଜୟ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ବୁଥର ପରି ଗୁଜବ, କଣ ଆମେ ଏହି ଖବରକୁ ଭଲ ପାଇ ଗଲୁଣି ?

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ