ଦେଶ ବିଦେଶ ରାଶିଫଳ ସ୍ପେଶାଲ ରିପୋର୍ଟ

ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଏହି ରାଶି ବ୍ୟକ୍ତିଙ୍କର ବଦଳିବ ଭାଗ୍ୟ, ସୂର୍ଯ୍ୟ ଦେବଙ୍କ କୃପାରୁ ମିଳିବ ସଫଳତା

ନୂଆଦିଲ୍ଲୀ ୧୮।୦୨ : ଜ୍ୟୋତିଷ ଶାସ୍ତ୍ରରେ ଅନୁଯାୟୀ ଭଗବାନ ସୂର୍ଯ୍ୟଙ୍କର ଏବେ ବିଶେଷ ସ୍ଥାନରେ ଅଛନ୍ତି । ସୂର୍ଯ୍ୟ ଭଗବାନଙ୍କୁ ସମସ୍ତ ଗ୍ରହର ରାଜା ବୋଲି କୁହାଯାଏ । ସୂର୍ଯ୍ୟଙ୍କୁ ଆତ୍ମା, ପିତା, ସମ୍ମାନ, ସଫଳତା, ପ୍ରଗତି ଏବଂ ଉଚ୍ଚ ସେବାର ଗ୍ରହ ବୋଲି ବିବେଚନା କରାଯାଏ । ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ସୂର୍ଯ୍ୟ ଭଗବାନ କୁମ୍ଭରେ ରହିବେ। କୁମ୍ଭରେ ରହି ସୂର୍ଯ୍ୟ ଭଗବାନ କିଛି ରାଶିର ଚିହ୍ନ ପାଇଁ ବିଶେଷ କୃପା କରିବେ । ଯେଉଁଥି ପାଇଁ ସେହି ରାଶି ଗୁଡିକର ଶୁଭ ହେବ ।

ମେଷ ରାଶି- ଏହି ରାଶିର ବ୍ୟକ୍ତିଙ୍କର କର୍ମକ୍ଷେତ୍ରରୁ ଏକ ପ୍ରକାର ଭଲ ଖବର ଆସିପାରେ । ପରିବାରରେ ସୁଖମୟ ଲାଗି ରହିବ । ମାସ ଶେଷରେ ଆପଣ କିଛି ଭଲ ଖବର ପାଇ ପାରନ୍ତି। ଭାଗ୍ୟ ଆପଣଙ୍କୁ ସମ୍ପୂର୍ଣ ସହଯୋଗ କରିବ। ଆର୍ଥିକ ସ୍ଥିତି ଦିଗ ଦୃଢ ହେବ। ବିବାହିତ ଜୀବନ ସୁଖମୟରେ କଟିବ। ଯେକୌଣସି କାର୍ଯ୍ୟରେ ସଫଳତା ପାଇବେ ।

ବୃଷ ରାଶି-ପରିବାରରୁ ହଠାତ୍ ଏକ ଖୁସି ଖବର ଆସିପାରେ । କାର୍ଯ୍ୟରେ ସଫଳତା ମିଳିବ । ଧନ-ଲାଭ ହେବାର ସମ୍ଭାଵନା ରହିଛି । ଆର୍ଥିକ ସ୍ଥିତି ଦୃଢ ହେବ । ଭାଗ୍ୟର ଆପଣଙ୍କୁ ସହଯୋଗ କରିବ ।

ମିଥୁନ ରାଶି- ଚାକିରି ବଦଳାଇବାକୁ ଚିନ୍ତା କରିପାରନ୍ତି । ବ୍ୟବସାୟରେ ଭଲ ଲାଭ ହେବ । ଯେକୌଣସି କାର୍ଯ୍ୟରେ ସଫଳତା ମିଳିବ । ଧନ ଲାଭ ହେବାର ସମ୍ଭାବନା ଅଛି । ଚାକିରି ଏବଂ ବ୍ୟବସାୟରେ ଅଗ୍ରଗତିର ସମ୍ଭାବନା ରହିଛି । ନିଜ ଜୀବନ ସାଥୀଙ୍କ ସହିତ ସମୟ ବିତାନ୍ତୁ । ଦମ୍ପତ୍ତିଙ୍କ ମଧ୍ୟ ପ୍ରେମ ସମ୍ପର୍କ ଦୃଢ ହେବ । ଏହି ସମୟରେ ସମସ୍ତେ ଆପଣଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିବେ ।

ମକର ରାଶି- ମାନ-ସମ୍ମାନରେ ବୃଦ୍ଧି ହେବ । ଘରେ ଖୁସି ଲାଗି ରହିବ । ବ୍ୟବସାୟ ଏବଂ ଚାକିରି କ୍ଷେତ୍ରରେ ଏହି ମାସଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ । ଆପଣ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବେ। ଯେକୌଣସି କାର୍ଯ୍ୟରେ ସଫଳତା ପାଇବା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ ନାହିଁ । ପରିବାର ସଦସ୍ୟଙ୍କ ସହ ସମୟ ବିତାନ୍ତୁ । ପାର୍ଟନଙ୍କ ସହଯୋଗ ମିଳିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ