ଧର୍ମ ରାଜ୍ୟ

ଶ୍ରୀମନ୍ଦିରକୁ ସୁନା ଅଳଙ୍କାର ଦାନ କଲେ ଭକ୍ତ, ମହାଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ ଦେଲେ ପେଣ୍ଡି ଏବଂ ହାର

ପୁରୀ ୦୬।୦୨ : ଶ୍ରୀମନ୍ଦିରକୁ ଦାନ କଲେ ଦାତା । ଜନୈକ ଦାତା ମା ମହାଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ ସୁନା ଅଳଙ୍କାର ଦାନ କରିଛନ୍ତି । ଏହି ଅଳଙ୍କାରରେ ୧ ହଳ ପେଣ୍ଡି ଏବଂ ଗୋଟିଏ ହାର ରହିଛି । ଏଥିରେ ସମୁଦାୟ ୧୦୨ ଗ୍ରାମ ସୁନା ବ୍ୟବହାର କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟି ଦାତା ଜଣଙ୍କ ଏହି ଦାନ କରିଛନ୍ତି । ଶ୍ରୀମନ୍ଦିରକୁ ଦାନ କରିଥିବାରୁ ସେ ବହୁତ ଆନନ୍ଦିତ ଅଛନ୍ତି ବୋଲି କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ