ଖେଳ ଦେଶ ବିଦେଶ

ସପ୍ତମ ଫର୍ମୁଲା-ୱାନ୍ world ଟାଇଟଲ ଜିତିଲେ ଲୁଇସ୍ ହାମିଲ୍ଟନ୍, ନିକଟରେ ଜିତିଥିଲେ ଟର୍କି ଗ୍ରାଣ୍ଡ ପ୍ରିକ୍ସ

ଇସ୍ତାନାବୁଲ : ସପ୍ତମ ଫର୍ମୁଲା-ୱାନ ଟାଇଟଲ ଜିତିଛନ୍ତି ବ୍ରିଟେନର ଲୁଇସ୍ ହାମିଲ୍ଟନ। ତୁର୍କି ଗ୍ରାଣ୍ଡ ସ୍ଲାମ ବିଜେତା ହେବା ପରେ ହାମିଲ୍ଟନ୍‌ ନୂଆ ରେକର୍ଡ କାୟମ କରିଛନ୍ତି । ଏହି ବିଜୟ ସହ ତାଙ୍କୁ ଏଫ-ୱାନ୍‌ ବିଜେତା ମାଇକେଲ ସୁମାକରଙ୍କ ସ୍ଥାନରେ ଏବେ ଦେଖାଯାଉଛି। ସୁମାକର ୨୦୧୩ ମର୍ସିଡିଜ୍‌ରେ ଜର୍ମାନଙ୍କୁ ପଛରେ ପକାଇ ଏଫ-ୱାନ୍‌ ବିଜେତା ହୋଇଥିଲେ।

ମର୍ସିଡିଜ୍‌ ଷଷ୍ଠ ଟାଇଟଲ ଲାଗି ହାମିଲ୍ଟନ ଅଳ୍ପକେ ବିଫଳ ହୋଇଥିଲେ। ଏଥିରେ ହାମିଲ୍ଟନଙ୍କୁ ତାଙ୍କ ଟିମ୍‌ ମେଟ୍‌ ଭାଲ୍ଟେରୀ ବୋଟାସଙ୍କୁ ଅତିକ୍ରମ କରିବାର ଥିଲା। ହେଲେ ବୋଟାସ୍‌ ପ୍ରଥମରୁ ଦୁର୍ବଳ ଡ୍ରାଇଭିଂ କରି ପଛେଇ ଯାଇଥିଲେ। ଏଣୁ ହାମିଲ୍ଟନଙ୍କୁ ଚତୁର୍ଦ୍ଦଶ ସ୍ଥାନରେ ରହିବାକୁ ପଡିଥିଲା। ହାମିଲ୍ଟନ ଗତ ୨୦୦୮ରେ ମାକ୍‌ ଲରେନ୍‌ ଟାଇଟଲ ଜିତିଛନ୍ତି।

ରବିବାର ସପ୍ତମ ଫର୍ମୁଲା-ୱାନ୍‌ରେ ବ୍ରିଟିଶ ରେସର ହାମିଲ୍ଟନ ଷଷ୍ଠ ସ୍ଥାନରୁ ବାହାରି ସିଧା ରେସ୍‌ ଜିତିଛନ୍ତି। ଏଥିରେ ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ତ୍ରୁଟିପୂର୍ଣ୍ଣ ଟାୟାର ରଣନୀତିର ଫାଇଦା ଉଠାଇ ଲଗାତାର ଚତୁର୍ଥ ରେସ୍ ସାଙ୍ଗକୁ ୧୦ମ ପ୍ରଭାବଶାଳୀ ରେସ୍‌କୁ ନିଜନାମରେ କରିପାରିଛନ୍ତି। ସେ ସର୍ଜିଓ ପେରେଜ୍ ଓ ଫେରାରୀର ସାବାସ୍ତିଆନ ଭିଟେଲଙ୍କ ଠାରୁ ମାତ୍ରା ୩୦ ସେକେଣ୍ଡ ଆଗରେ ରହି ଚାମ୍ପିୟନ ହୋଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ