ଖେଳ ଦେଶ ବିଦେଶ

ଭାରତ ଗସ୍ତ ପାଇଁ ଟି୨୦ ଟିମ୍ ଘୋଷଣା କଲା ଇଣ୍ଡିଜ୍, ଦଳରେ ଏକାଧିକ ଷ୍ଟାର୍ ଅଲରାଉଣ୍ଡର

ନର୍ଥ ସାଉଣ୍ଡ, ୩୦/୦୧: ଆଗାମୀ ଭାରତ ଗସ୍ତ ପାଇଁ ୧୬ ଜଣିଆ ଟି-ଟ୍ୱେଣ୍ଟି ଦଳ ଘୋଷଣା କରିଛି ୱେଷ୍ଟ ଇଣ୍ଡିଜ୍‌ । କିରେନ ପୋଲାର୍ଡ ଅଧିନାୟକ ଓ ନିକୋଲାସ ପୂରନ ଉପ ଅଧିନାୟକ ଦାୟିତ୍ୱ ବଜାୟ ରଖିଛନ୍ତି ।

ଦଳରେ ଏକାଧିକ ଦୁର୍ଦ୍ଦର୍ଷ ଅଲ୍‌ରାଉଣ୍ଡରଙ୍କୁ ସୁଯୋଗ ମିଳିଛି । ସାମରା ବ୍ରୁକ୍ସ, ନକ୍ରୁମ ବୋନର ଓ କିମାର ରୋଚ୍‌ଙ୍କୁ ଦିନିକିଆ ଦଳକୁ ଡାକରା ମିଳିଥିଲେ ହେଁ ଟି-ଟ୍ୱେଣ୍ଟି ଦଳରେ ସ୍ଥାନ ମିଳିନାହିଁ ।

ଦଳ: କିରେନ ପୋଲାର୍ଡ (ଅଧିନାୟକ), ନିକୋଲାସ ପୂରନ, ଫାବିଆନ ଆଲେନ, ଡାରେନ ବ୍ରାଭୋ, ରଷ୍ଟନ ଚେଜ, ସେଲଡନ କଟରେଲ, ଡୋମିନିକ ଡ୍ରେକ୍ସ, ଜାସନ ହୋଲ୍ଡର, ସାଇ ହୋପ, ଅକିଲ ହୋସେନ, ବ୍ରାଣ୍ଡନ କିଙ୍ଗ, ରୋଭମାନ ପାୱେଲ୍‌, ରୋମାରିଓ ସେପର୍ଡ, ଓଡେନ ସ୍ମିଥ୍‌, କେଲି ମେୟର୍ସ, ହେଡେନ ୱାଲ୍ସ ଜୁନିୟର

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ