କଳା ଓ ସଂସ୍କୃତି ରାଜ୍ୟ

ଆଇସିକ୍ରିମ୍ କାଠିରେ ନିଆରା କଳାକୃତି, ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ଯୁବ ଶିଳ୍ପୀ ବିଶ୍ବଜିତ ନାୟକ

ପୁରୀ ୨୬।୧: ଆଇସିକ୍ରିମ୍ କାଠି ମାଧ୍ୟମରେ ନିଆରା କଳାକୃତି କରି ଜଣାଇଲେ ଗଣତନ୍ତ୍ର ଦିବସର ଶୁଭେଚ୍ଛା। ତ୍ରିରଙ୍ଗାର ଚିତ୍ର ଆଙ୍କି ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଯୁବ ଶିଳ୍ପୀ । ପୁରୀ ସିଦ୍ଧମହାବୀର କୁମୁଟିପାଟଣା ଅଞ୍ଚଳର ଯୁବଶିଳ୍ପୀ ତଥା ଇଲେକ୍ଟ୍ରିକାଲ ଡିପ୍ଲୋମାର ତୃତୀୟ ବର୍ଷ ଛାତ୍ର ବିଶ୍ବଜିତ ନାୟକ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏହି ନିଆରା ସୁନ୍ଦର କଳାକୃତି କରିଛନ୍ତି ।

୭୩ତମ ସାଧାରଣତନ୍ତ୍ର ଦିବସ ପାଇଁ ବିଶ୍ବଜିତ ଆଇସକ୍ରିମ୍ କାଠିରେ ଏହି କଳାକୃତି କରିଛନ୍ତି । ୬୭୫ଟି ଆଇସକ୍ରିମ୍ କାଠି ବ୍ୟବହାର କରି ସେ ୨ ଫୁଟ ଉଚ୍ଚତା ଓ ୩ ଫୁଟ ଚଉଡା ବିଶିଷ୍ଟ ଏହି କଳାକୃତି ମାଧ୍ୟମରେ ଦେଶର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ବୀର, ଯୋଦ୍ଧା ଓ ରାଷ୍ଟ୍ରନିର୍ମାତାଙ୍କ ଉଦ୍ଦେଶ୍ୟରେ ଏହି କଳାକୃତି ସମର୍ପିତ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,