ଖେଳ ଦେଶ ବିଦେଶ

ଜାସନ ହୋଲଡରଙ୍କ ଦମଦାର ବୋଲିଂ, ଇଂଲଣ୍ଡ ବ୍ୟାଟର ଧରାଶାୟୀ : ୯ ଓ୍ୱିକେଟରେ ପ୍ରଥମ ଟି୨୦ ଜିତିଲା ଇଣ୍ଡିଜ

ନୂଆଦିଲ୍ଲୀ ୨୩/୦୧: ଜାସନ ହୋଲଡରକଙ୍କ ଦମଦାର ବୋଲିଂ । ଧରାଶାୟୀ ହେଲା ଇଂଲଣ୍ଡ ବାହିନୀ । ଇଂଲଣ୍ଡ ଓ ଓ୍ୱେଷ୍ଟ ଇଣ଼୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି କାରବିୟାନ ଟିମ୍ ।

ଓଭାଲରେ ଖେଳାଯାଇଥିବା ଏହି ମୁକାବିଲାରେ ହୋଲଡରଙ୍କ ଦମଦାର ବୋଲିଂ ଦେଖିବାକୁ ମିଳିଥିଲା । ସେ ୪ ଜଣ ଇଂଲଣ୍ଡ ବ୍ୟାଟସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇଥିଲେ । ଫଳରେ ଦଳ ମାତ୍ର ୧୦୩ ରନରେ ଅଲଆଉଟ୍ ହୋଇଯାଇଥିଲା । ଜବାବରେ ଇଂଲଣ୍ଡ ୧୭ ବଲ ବାକି ଥାଇ ଟାର୍ଗେଟକୁ ହାସଲ କରିନେଇଥିଲା ।

ନିକଟରେ ଓ୍ୱେଷ୍ଟଇଣ୍ଡିଜ ଆୟାରଲାଣ୍ଡଠୁ ୨-୧ରେ ଦିନିକିଆ ସିରିଜ ହାରିଥିଲା । ଦଳ ଏବେ ଇଂଲଣ୍ଡକୁ ପରାସ୍ତ କରିବା ପରେ ପୁଣି ମନୋବଳ ବଢିଛି । ଦଳ ଦୁର୍ଦ୍ଦଶ ବ୍ୟାଟର କ୍ରିସ ଗେଲଙ୍କ ଅନୁପସ୍ଥିତିରେ ଏବି ବିଜୟ ହାସଲ କରିଛି ।

ସୂଚନାଯୋଗ୍ୟ, ମୁକାବିଲାରେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଇଣ୍ଡିଜ । ଜବାବରେ ଇଂଲଣ୍ଡ ଇଣ଼୍ିଜ ବୋଲରଙ୍କ ମୁକାବିଲା କରନପାରି ୧୦୩ ରନରେ ଅଲଆଉଟ୍ ହୋଇ ଯାଇଥିଲା । ଇଣ୍ଡିଜ ମାତ୍ର ୧ ଓ୍ୱକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ