ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ନକଲି ସୂର୍ଯ୍ୟ ପରେ ଚୀନର ‘ନକଲି ଚନ୍ଦ୍ର’, ଦୂର ହେବ ବିଜୁଳି ବିଲ୍

ସାଇନ୍ସ ଓ ଟେକ୍ନୋଲୋଜି କ୍ଷେତ୍ରରେ ଚୀନ ଲଗାତାର ବଡ଼ ବଡ଼ କାରନାମା କରିବାରେ ଲାଗିଛି । ‘ନକଲି ସୂର୍ଯ୍ୟ’ ପରେ ଏବେ ଚୀନ୍ ‘ନକଲି ଚନ୍ଦ୍ର’ ବି ତିଆରି କରିଛି । ଚୀନର କହିବା ମୁତାବକ, ଏହି ନକଲି ଚନ୍ଦ୍ର ଯୋଗୁଁ ବିଜୁଳି ଖର୍ଚ୍ଚ କମ୍ ହୋଇଯିବ । ଏହି ଚନ୍ଦ୍ର ଜିରୋ ଗ୍ରେଭିଟ୍ ହୋଇଥିବା ଜଣାପଡିଛି ।

ରିପୋର୍ଟ ଅନୁସାରେ, ଚୀନର ବୈଜ୍ଞାନିକମାନେ ଏହି ନକଲି ଚନ୍ଦ୍ର ଉପରେ ଚୁମ୍ବକୀୟ ଶକ୍ତିର ପରୀକ୍ଷା କରିଥିଲେ । ଏହାକୁ ତିଆରି କରିବା ପଛରେ ଅନେକ ଉଦ୍ଦେଶ୍ୟ ରହିଛି । ଭବିଷ୍ୟତରେ ଚୁମ୍ବକୀୟ ଚାଳିତ ଯାନଗୁଡ଼ିକର ବିକାଶ କରିବା ଓ ପରିବହନର ନୂଆ ମାଧ୍ୟମ ଖୋଜିବା ଏହାର ପ୍ରଥମ ଉଦ୍ଦେଶ୍ୟ । ଏହା ବ୍ୟତୀତ ଚୀନ୍ ଚନ୍ଧ୍ରରେ ବସତି ସ୍ଥାପନ କରିବାକୁ ଚାହୁଁଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ