ଦେଶ ବିଦେଶ ସ୍ୱାସ୍ଥ୍ୟ

ବୁଷ୍ଟର ଡୋଜ୍ ନେଲେ ବାଚସ୍ପତି, ବିଧାନସଭା ପରିସରରେ ନେଲେ ପ୍ରତିଷେଧକ ଟିକା

ଭୁବନେଶ୍ୱର ୧୦/୦୧: ଆଜିଠୁ ଆରମ୍ଭ ହୋଇଛି ସାରା ଦେଶରେ ବୁଷ୍ଟର ଡୋଜ୍ । କରୋନା ଟିକାର ଦୁଇଟି ଡୋଜ୍ ନେଇଥିବା ବ୍ୟକ୍ତିମାନେ ଏହି ପ୍ରିକସନ ଟିକା ନେଇପାରିବେ । ଆଜିଠୁ ଆରମ୍ଭ ହୋଇଛି ଏହି ପ୍ରକ୍ରିୟା । ରାଜ୍ୟରେ ଆଗଧାଡିର ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଏହି ବୁଷ୍ଟର ଡୋଜ୍ । ଏହା ବାଦ୍ ଯେଉଁମାନଙ୍କର ଦୁଇଟି ଡୋଜ୍ ଟିକା ନେବାର ୯ ମାସ ପୂରଣ ହୋଇଥିବା ସେହିମାନେ ବୁଷ୍ଟର ଡୋଜ ନେଇପାରିବେ । ଏହାରି ଭିତରେ ରାଜ୍ୟରେ ପ୍ରଥମ କରି ବୁଷ୍ଟର ଡୋଜ୍ ନେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରୟଣ ପାତ୍ର । ବିଧାନସଭା ପରିସରରେ ସେ ଏହି ଟିକା ନେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ