ପର୍ଯ୍ୟଟନ ରାଜ୍ୟ

ଘନ କୁହୁଡି ଚାଦରରେ ବ୍ଲାକ୍ ପାଗୋଡା, ପର୍ଯ୍ୟଟକ ନିରାଶ

କୋଣାର୍କ ୭।୧: ଘନ କୁହୁଡି ଚାଦରରେ ଘୋଡାଇ ହୋଇଛି ବ୍ଲାକ୍ ପାଗୋଡା । କୋଣାର୍କ ସୂର୍ଯ୍ୟମନ୍ଦିର ଘୋଡାଇ ହୋଇ ଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରକୃତିର ଏହି ଘନ କୁହୁଡିର ବଳୟ ଭିତରେ ଏବେ ବ୍ଲାକ ପାଗୋଡା । ଶୁକ୍ରବାର ସକାଳୁ କୋଣାର୍କରେ ଦେଖିବାକୁ ମିଳିଛି ମାତ୍ରାଧିକ କୁହୁଡି । ଯାହା ସମ୍ପୂର୍ଣ୍ଣ କୋଣାର୍କ ବଜାର ସହ କୋଣାର୍କ ସୂର୍ଯ୍ୟ ମନ୍ଦିର ଲୁଚାଇ ଦେଇଛି ।

କୁହୁଡିର ମାତ୍ରା ଏତେ ଅଧିକ ଥିଲା ପାଖରୁ ମଧ୍ୟ ବାଟ ଘାଟ ଦୃଶ୍ୟମାନ ହେଉନଥିଲା । କୁହୁଡିର ପ୍ରଭାବ ବିଳମ୍ବ ସକାଳ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି । ସେପଟେ ସୂର୍ଯ୍ୟ ମନ୍ଦିରରେ କୁହୁଡିର ଘନ ବଳୟ ପର୍ଯ୍ୟଟକମାନଙ୍କୁ ମନ୍ଦିର ବୁଲିବାକୁ ନିରାଶ କରିଛି । ସୂର୍ଯ୍ୟ ମନ୍ଦିରର କଳା ଭାସ୍କର୍ଯ୍ୟକୁ ଦୀର୍ଘ ସମୟ ଧରି ଦେଖି ପାରିନାହାନ୍ତି ପର୍ଯ୍ୟଟକ

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ