ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ପାରା ଆଥଲେଟ୍ ଜୟନ୍ତୀ ବେହେରାଙ୍କୁ ୩ ସ୍ୱର୍ଣ୍ଣ ପଦକ

ଓଡ଼ିଆ ପାରା ଆଥଲେଟ୍ ଜୟନ୍ତୀ ବେହେରାଙ୍କୁ ୩ଟି ସ୍ୱର୍ଣ୍ଣ ପଦକ । ବାଙ୍ଗାଲୋର ଓପନ୍ ନ୍ୟାସନାଲ ପାରା ଆଥଲେଟିକରେ ୩ ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ଧାବିକା । ୧୦୦ମି, ୨୦୦ମି, ୪୦୦ ମି ଦୌଡ଼ରେ ଜିତିଲେ ସ୍ୱର୍ଣ୍ଣ ପଦକ ।

ଜୟନ୍ତୀ ୨୦୧୭ରେ ସ୍ୱିଜରଲାଣ୍ଡରେ ଆୟୋଜିତ ୱାର୍ଲ୍ଡ ଜୁନିୟର ପାରା ଆଥଲେଟିକ୍ ଚାମିୟନସିପ୍ ରେ ୪୦୦ ମି ରେ ସ୍ୱର୍ଣ୍ଣ ଏବଂ ୨୦୦ ମି ରେ ରୌପ୍ୟ ପଦକ ଜିତିଥିଲେ । ୨୦୧୮ରେ ଜାକର୍ତାରେ ଖେଳାଯାଇଥିବା ତୃତୀୟ ଏସିଆନ ପାରା ଆଥଲିଟ୍ ରେ ୪୦୦ ମି ଇଭେଣ୍ଟରେ ରୌପ୍ୟ ଏବଂ ୨୦୦ମି ଇଭେଣ୍ଟରେ ବ୍ରୋଞ୍ଜ ଜିିତିଥିଲେ । ଓଡ଼ିଶା ଆଥଲେଟିକ୍ ମିଟରେ ଭାଗନେଇ ରୌପ୍ୟ ଏବଂ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହା ସହ ୨୦୧୭ରେ ଚାଇନା ଓପନ ପାରା ଆଥଲେଟିକ ଗ୍ରାଣ୍ଡ୍ ପ୍ରିକ୍ସ ଚାମ୍ପିୟନସିପ୍ ରେ ମଧ୍ୟ ସ୍ୱର୍ଣ୍ଣ ଏବଂ ରୌପ୍ୟ ଜିତିଥିଲେ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ