ବ୍ରହ୍ମପୁର ୨୯/୧୧ : ଶ୍ରେଷ୍ଠ ଆତ୍ମ ସୁରକ୍ଷା ପ୍ରଶିକ୍ଷକ ଜାତୀୟ ପୁରସ୍କାର- ୨୦୨୧ରେ ପୁରସ୍କୃତ ହୋଇଛନ୍ତି ବ୍ରହ୍ମପୁରର ଅମ୍ବିକା ପ୍ରସାଦ ଦାସ । ଗତକାଲି ମୁମ୍ବାଇରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଅମ୍ବିକା ପ୍ରସାଦଙ୍କୁ ସମ୍ମାନିତ କରାଯାଇଛି । ୨୦୧୯ରେ ସେ ଆରମ୍ବ କରିଥିବା ପ୍ରୋଜେକ୍ଟରେ ଅନେକ ଯୁବତୀଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି । ମିଶନ ଲକ୍ଷ୍ୟ ପ୍ରୋଜେକ୍ଟ ମାଧ୍ୟମରେ ୨ ବର୍ଷ ମଧ୍ୟରେ ପ୍ରାୟ ୧୨୦୦ ଝିଅଙ୍କୁ ସେ ଆତ୍ମରକ୍ଷା ପ୍ରଶିକ୍ଷଣ ଦେଇଥିବା କହିଛନ୍ତି ।
Trending
- ଜ୍ବରରେ କମ୍ପୁଛି ଗୁହିଆଶାଳ: ରୋଗୀଙ୍କୁ ଡାକ୍ତରଖାନା ନେବାକୁ ନାକେଦମ୍ ହେଲେ ଡାକ୍ତରୀ ଦଳ,ଜଣେ ରୋଗୀ ପାଇଁ ୧୩ଜଣ ଅଟକି ରହିଲେ
- ଆସନ୍ତା ଜୁଲାଇ 7ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା
- ଜାଣନ୍ତୁ ଆଜିର ରାଶିଫଳ
- ହଜିବାକୁ ବସିଲାଣି ଅଂଶୁପା ହ୍ରଦ
- ସ୍କୁଲର ପାଣିଟାଙ୍କି ଭୁଶୁଡ଼ି ଅନ୍ତେବାସୀ ଛାତ୍ର ମୃତ
- ଜାଣନ୍ତୁ ଆଜିର ରାଶିଫଳ
- ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଜାରି
- ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ ଭଙ୍ଗା, କାରଣ ଅସ୍ପଷ୍ଟ
Friday, July 5