ଦେଶ ବିଦେଶ ମନୋରଞ୍ଜନ

ଏହି ଦେଶରେ ରଖିପାରିବେନି ଗର୍ଲଫ୍ରେଣ୍ଡ, ସଂପର୍କ ରଖିଲେ ହୋଇପାରେ ଜେଲ୍!

ଦୁନିଆର ଅନେକ ଦେଶରେ ଅନେକ ବିଚିତ୍ର ଆଇନ ବ୍ୟବସ୍ଥା ରହିଛି । ଅନେକ ଦେଶର କାନୁନ ଅତି ଆଶ୍ଚର୍ଯ୍ୟକର ହୋଇଥାଏ । ସେହିଭଳି ଅନେକ ଦେଶରେ ଗର୍ଲଫ୍ରେଣ୍ଡକୁ ନେଇ ଅନେକ ଅବ୍ଦୁଭ କାନୁନ ରହିଛି ।

ଆମ ପଡ଼ୋଶୀ ଦେଶ ପାକିସ୍ତାନରେ ଏକ ଏମିତି କାନୁନ ରହିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରକୃତରେ ପାକିସ୍ତାନରେ କେହି ଯୁବକ ଗର୍ଲଫ୍ରେଣ୍ଡ ରଖିପାରିବେ ନାହିଁ । ଯଦି କେହି ଯୁବକ ନିଜ ଗର୍ଲଫ୍ରେଣ୍ଡଙ୍କ ସହ ଧରାପଡ଼େ ତେବେ ତାକୁ ସିଧା ଜେଲରେ ପୁରାଇ ଦିଆଯାଏ । ପାକିସ୍ତାନରେ କୌଣସି ଯୁବକ କୌଣସି ଯୁବତୀଙ୍କ ସହ ସାଧାରଣରେ ବନ୍ଧୁତା କରିନଥାନ୍ତି । ପାକିସ୍ତାନରେ ଏହାକୁ ନେଇ ବହୁତ କଠୋର ଆଇନ ରହିଛି ଯେ ଯୁବକ ଯୁବତୀ ବିବାହ ପୂର୍ବରୁ ଏକାଠି ରହିପାରିବେ ନାହିଁ ।

ପାକିସ୍ତାନ ଭଳି ୟୁଏଇରେ ମଧ୍ୟ ଗର୍ଲଫ୍ରେଣ୍ଡକୁ ନେଇ ଅଜବ ଆଇନ ରହିଛି । ଏଠାରେ କେହି ସାଧାରଣରେ ଗଲଫ୍ରେଣ୍ଡଙ୍କ ହାତକୁ ଧରିପାରିବେ ନାହିଁ । ଏମିତିକି ଯଦି କେହି ବ୍ୟକ୍ତି ସାର୍ବଜନିକ ସ୍ଥାନରେ ଗଲଫ୍ରେଣ୍ଡ ସହ ଦେଖାଯାଏ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଏ । ଏଠାରେ କିସ୍ କରିବାକୁ ମଧ୍ୟ ମନାକରାଯାଇଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ