ଦେଶ ବିଦେଶ ମନୋରଞ୍ଜନ

ରେକର୍ଡ ଆଶାରେ ଅକ୍ଷୟ

କରୋନା କଟକଣା ଓ ନାମକରଣକୁ ନେଇ ବିବାଦ ପରେ ଶେଷରେ ଆଜି ଓଟିଟି ପ୍ଲାଟ୍‌ଫର୍ମରେ ମୁକ୍ତିଲାଭ କରିଛି ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲକ୍ଷ୍ମୀ’। ପ୍ରଥମ ଦିନରେ ହିଁ ଏହାକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିଛି। ତେବେ ‘ଲକ୍ଷ୍ମୀ’ ସଫଳତା ଅର୍ଜନ କଲେ, ଅକ୍ଷୟ ଏକ ନୂଆ ‌ରେକର୍ଡ ସୃଷ୍ଟି କରିବେ। ଗତ ଦୁଇ ବର୍ଷରେ ଅକ୍ଷୟଙ୍କ ୭ଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିବା ବେଳେ ସବୁଯାକ ବକ୍ସ-ଅଫିସ୍‌ରେ ସୁପରହିଟ୍‌ ପ୍ରମାଣିତ ହୋଇଛି। ଆଜି ଅର୍ଥାତ ନଭେମ୍ବର ୯ ତାରିଖରେ ଅକ୍ଷୟଙ୍କ ଚଳଚ୍ଚିତ୍ର ‘ଲକ୍ଷ୍ମୀ’ ରିଲିଜ୍‌ ହୋଇଛି। ଏହା ତାଙ୍କର ଏହି ବର୍ଷର ମୁକ୍ତିଲାଭ କରିଥିବା ଶେଷ ଚଳଚ୍ଚିତ୍ର ହୋଇପାରେ। ଏଣୁ ଏହା ସଫଳତା ହାସଲ କଲେ ୨ବର୍ଷରେ ୮ଟି ସୁପରହିଟ୍‌ ଚଳଚ୍ଚିତ୍ର ଦେଇ ସେ ରେକର୍ଡ କରିବେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ