ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ


ମେଷ: ଦିନଟି ପୂର୍ବ ଅପେକ୍ଷା ଭଲ ରହିବ। କୌଣସି ବ୍ୟାବସାୟିକ ସମାରୋହରେ ସାମିଲ ହେବେ। ଅଫିସରେ ଆପଣଙ୍କୁ ବଡ଼ ଦାୟିତ୍ବ ମିଳିପାରେ।

ବୃଷ: ଆପଣଙ୍କ ମନର ଇଚ୍ଛା ପୂରା ହେବ। ସରକାରୀ ଚାକିରିଆଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବ। ପ୍ରିୟଜନଙ୍କ ସହ ସମ୍ବନ୍ଧରେ ମଧୁରତା ବଢ଼ିବ।

ମିଥୁନ: ଲେଖକଙ୍କ ଲାଗି ଦିନଟି ବହୁତ ଭଲ। ନୂଆ କାହାଣୀ ଲେଖିବା ଲାଗି ମନରେ ନୂଆ ବିଷୟ ଆସିବ। ଚାକିରିଆ ଭଲ ଖବର ପାଇପାରନ୍ତି। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

କର୍କଟ: ପରିବାର ସହ ଅଧିକ ସମୟ କାଟିବେ। ଜୀବନସାଥୀଙ୍କ ସହ ବୁଲି ଯିବାର ଯୋଜନାର କରିବେ। ବିଦ୍ୟାର୍ଥୀଙ୍କ ଲାଗି ଭଲ ଦିନଟିଏ।

ସିଂହ: ଯୋଜନା ଅନୁଯାୟୀ କାମ ନିର୍ଦ୍ଧାରିତ ସମୟରେ ପୂରା ହେବ। ସମ୍ବନ୍ଧ ସୁଧାରିବା ଲାଗି ଭଲ ଦିନଟିଏ। ଘର ପାଇଁ ଜିନିଷ କିଣିବା ଲାଗି ସହରକୁ ଯିବେ।

କନ୍ୟା: ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ। ବନ୍ଧୁ ଆପଣଙ୍କୁ ଆର୍ଥିକ ସାହାଯ୍ୟ ମାଗିବେ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ।

ତୁଳା: କୌଣସି ନିକଟ ସଂପର୍କୀୟଙ୍କ ଠାରୁ ଖୁସି ଖବର ପାଇବେ। ଲୋକେ ଆପଣଙ୍କ କଥା ଶୁଣିବାକୁ ତତ୍ପର ରହିବେ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।

ବିଛା: ଆପଣଙ୍କ ଉଦ୍ୟମ ସଂପୂର୍ଣ୍ଣରୂପେ ସଫଳ ହେବ। ମାନସିକ ରୂପେ ମଜଭୁତ ରହିବେ। ଆପଣଙ୍କ କଥା ଲୋକମାନଙ୍କ ଉପରେ ଗଭୀର ପ୍ରଭାବ ପକାଇବ।

ଧନୁ: ସହକର୍ମୀଙ୍କର ପ୍ରଶଂସା କରନ୍ତୁ, ଲାଭ ମିଳିବ। ମନରେ ନୂଆ ନୂଆ ବିଚାର ଆସିବ। ଧନଲାଭର ସୁଯୋଗ ପାଇବେ। ନୂଆ କାରବାରର ରୂପରେଖ ପ୍ରସ୍ତୁତ କରିବେ।

ମକର: ଇଂଜିନିୟରଙ୍କ ଲାଗି ଦିନଟି ଲାଭପ୍ରଦ। କୌଣସି କଂପାନିରୁ ଚାକିରି ପାଇଁ ଡାକରା ଆସିବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।

କୁମ୍ଭ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଆପଣଙ୍କର ବଳକା କାମ ପୂରା ହୋଇଯିବ। ପାରିବାରିକ ଜୀବନ ସୁଖକର ହେବ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।

ମୀନ: ଦୀର୍ଘ ଦିନରୁ ଭାବିଥିବା କାମ ପୂରା ହୋଇଯିବ। ବନ୍ଧୁ ଠାରୁ ଭଲ ଖବର ପାଇବେ। ଅଚାନକ ଧନଲାଭ ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।