ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କେନ୍ଦ୍ରାପଡା ର ତୁଳସୀ ମହିଳା ମହାବିଦ୍ୟାଳୟ ଛାତ୍ରୀମାନେ ଅନ୍ ଲାଇନ୍ ପରିକ୍ଷା କରିବା ପାଇଁ ମୁଖ୍ୟ ଗେଟ୍ ରେ ତାଲା ପକେଇଲେ

କେନ୍ଦ୍ରାପଡା ର ତୁଳସୀ ମହିଳା ମହାବିଦ୍ୟାଳୟ ଛାତ୍ରୀମାନେ କଲେଜ ର ମୁଖ୍ୟ ଫାଟକ ରେ ତାଲା ପକେଇ ଦୀର୍ଘ ସମୟ ବନ୍ଦ ରଖିଥିଲେ । +୩ ର ପରୀକ୍ଷା ଅଫ ଲାଇନ୍ କରାଯିବ ବୋଲି କଲେଜ ପକ୍ଷରୁ ଘୋଷଣା କରାଯାଇଥିଲା ।ଏହାକୁ ବିରୋଧ କରି ଛାତ୍ରୀମାନଙ୍କ ତରଫରୁ ଲିଖିତ ଅଭିଯୋଗ ଦିଆଯାଇଥିଲା । କଲେଜ ପକ୍ଷରୁ କୈଣସି ନିସ୍ପତି ନିଆ ନ ଯିବାରୁ ଆଜି କଲେଜ ର ମୁଖ୍ୟ ଫାଟକ କୁ ଛାତ୍ରୀମାନେ ତାଲା ପକାଇ ଦେଇ ମୁଖ୍ୟ ଫାଟକ ସାମ୍ନାରେ ବିଭିନ୍ନପ୍ରକାର ନାରାବାଜି କରିବା ସହିତ କଲେଜ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ମଧ୍ୟ ସ୍ଲୋ ଦେଇଥିଲେ ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି