ଦେଶ ବିଦେଶ ମନୋରଞ୍ଜନ

ଆକ୍ସନ କରିବାକୁ ଚାହାନ୍ତି ଅନନ୍ୟା

ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଆକ୍ସନ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଚାହୁଛନ୍ତି। ଏ ସଂପର୍କରେ ଖୋଦ୍ ଅନନ୍ୟା ଗଣମାଧ୍ୟମକୁ କହିଛନ୍ତି। ନିକଟରେ ତାଙ୍କ ଚଳଚ୍ଚିତ୍ର ‘ଖାଲି ପିଲ’‌‌ରେ ସେ କିଛି ଫାଇଟ୍‌-ସିନ୍‌ରେ ନଜର ଆସିଥିଲେ। ଅନନ୍ୟା କହିଛନ୍ତି,‘ଖାଲି ପିଲି’ରେ ଆକ୍ସନ୍‌ ସିନ୍‌ କରିବା ମୋ ପାଇଁ ନୂଆ ଥିଲା। ପର୍‌ଭେଜ ଭାଇ ଓ ତାଙ୍କ ଟିମ୍‌ ମୋତେ ଏଥିପାଇଁ ସହଯୋଗ କଲେ। ଚଳଚ୍ଚିତ୍ରରେ ଏଭଳି ସିନ୍‌ କରିବା ପରେ ଯଥେଷ୍ଟ ଆତ୍ମସନ୍ତୋଷ ଅନୁଭବ ହେଉଛି ଓ ମୋର ଆତ୍ମବିଶ୍ବାସ ବଢ଼ିଛି। ତେଣୁ ଭବିଷ୍ୟତରେ ସୁଯୋଗ ମିଳିଲେ ମୁଁ ଏକ ଆକ୍ସନ୍‌ ଫିଲ୍ମ କରିବାକୁ ଚାହିବି। ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ଅନନ୍ୟାଙ୍କୁ ଆଗକୁ ବିଜୟ ଦେବେରକୋଣ୍ଡାଙ୍କ ସହ ‘ଫାଇଟର’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ଶକୁନ୍‌ ବାତ୍ରାଙ୍କ ଆଗାମୀ ଚଳଚ୍ଚିତ୍ର‌ରେ ବି ସେ ନଜର ଆସିପାରନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ