ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଘାତକ ପାଲଟିଛି ବ୍ଲାକ୍‌ ଫଙ୍ଗସ୍‌, ଆଖି ବୁଜିଲେଣି ୨୯ ଆକ୍ରାନ୍ତ

ଭୁବନେଶ୍ୱର ୨୨।୦୯: ଘାତକ ହେଉଛି ବ୍ଲାକ ଫଙ୍ଗସ୍‌ । ଏବେ ଯାଏଁ ୨୧୨ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୯ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ର ଏହି ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, କରୋନାର ଦ୍ୱିତୀୟ ଲହରୀରେ ରାଜ୍ୟରେ ବ୍ଲାକ୍‌ ଫଙ୍ଗସ୍‌ ଘାତକ ପାଲଟିଛି । ଏବେ ଯାଏଁ ୨୧୨ଜଣ ରୋଗୀ ବ୍ଲାକ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ହେଲେଣି । ଏଥିରୁ ୨୯ଜଣଙ୍କର ମୃତ୍ୟୁ ହୋଇଛି । ୧୦୯ଜଣ ରୋଗୀ ଏବେ ବି ବ୍ଲାକ୍‌ ଫଙ୍ଗସ୍‌ରୁ ମୁକ୍ତି ପାଇଁ ହସ୍ପିଟାଲ ଶଯ୍ୟାରେ ସଂଘର୍ଷ କରୁଛନ୍ତି । ସେହିଭଳି ୬୮ ରୋଗୀ ଏଥିରୁ ସୁସ୍ଥ ହୋଇସାରିଲେଣି । ରୋଗ ପ୍ରତିରୋଧକ କମ୍‌ ଥିବା ରୋଗୀଙ୍କୁ ଏହା ଆକ୍ରାନ୍ତ କରୁଛି । ମ୍ୟୁକୋର ମିକୋସିସ୍‌ ଫଙ୍ଗସ୍‌ ଏହି ରୋଗର କାରଣ । କରୋନାରେ ଅତି ଗୁରୁତର ହେଉଥିବା ଆକ୍ରାନ୍ତ, ଷ୍ଟେରଏଡ୍‌ ନେଉଥିବା କରୋନା ଆକ୍ରାନ୍ତ ଓ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିଲେ ବ୍ଲାକ୍‌ ଫଙ୍ଗସ୍‌ ହେବା ଆଶଙ୍କା ଅଧିକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ