ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଅକ୍ଟୋବର ୩ରେ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା

ଭୁବନେଶ୍ୱର, ଅକ୍ଟୋବର ୩ରେ ହେବ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା । ଗତକାଲିଠୁ ଏଥିପାଇଁ ପଞ୍ଜୀକରଣ ପକ୍ରିୟା ଶେଷ ହୋଇଛି । ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି ବା ଆଇଆଇଟିରେ ନାମଲେଖିବା ପାଇଁ ଏହି ପରୀକ୍ଷାରେ ଗୁରୁତ୍ବପୂର୍ଣ୍ଣ ଅଟେ। ଏହି ପରୀକ୍ଷାର ର‌୍ୟାଙ୍କ୍‌ ହାସଲ କରିବାକୁ ପଡିଥାଏ । ଜେଇଇ ମେନ୍‌ରେ ଶ୍ରେଷ୍ଠ ୨ ଲକ୍ଷ ୫୦ ହାଜର ଛାତ୍ରଛାତ୍ରୀଙ୍କୁ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ଦେବା ଲାଗି ସୁଯୋଗ ମିଳିଥାଏ ।

ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି(ଏନଟିଏ) ପକ୍ଷରୁ ଜେଇଇ ଆଡଭାନ୍ସଡର ସର୍ବନିମ୍ନ କଟ ଅଫ୍‌ ପ୍ରକାଶ ପାଇଥିଲା । ସାଧାରଣ ବର୍ଗ ପାଇଁ ୮୭.୮୯୯ ପର୍ସେଣ୍ଟାଇଲ୍‌, ଇଡବ୍ଲୁଏସ୍‌ ବର୍ଗ ପାଇଁ ୬୬.୨୨୧, ଓବିସି ବର୍ଗ ୬୮.୦୨୩, ଅନୁସୂଚିତ ଜାତି ପାଇଁ ୪୬.୮୮୨, ଏବଂ ଅନୁସୂଚିତ ଜନଜାତି ବର୍ଗ ପାଇଁ ୩୪.୬୭୩ ପର୍ସେଣ୍ଟାଇଲ୍‌ ରଖିଥିବା ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍‌ ପାଇଁ ଆବେଦନ କରିଛନ୍ତି ।

ଚଳିତ ବର୍ଷ ଆଇଆଇଟି ଖଡ଼ଗପୁର ଜେଇଇ ଆଡଭାନ୍ସଡ୍ ପରୀକ୍ଷା ପରିଚାଳନା କରିବ । ଏହି ପରୀକ୍ଷାର ଫଳାଫଳ ଅନୁଯାୟୀ କୃତି ଛାତ୍ରଛାତ୍ରୀମାନେ ଦେଶର ମର୍ଯ୍ୟାଦାସଂପନ୍ନ ୨୩ଟି ଆଇଆଇଟିରେ ନାମ ଲେଖାଇ ପାରିବେ । ଜେଇଇ ମେନ୍ ପରୀକ୍ଷା ଫଳାଫଳ ଆଧାରରେ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି ଛାତ୍ରଛାତ୍ରୀ । ପୂର୍ବରୁ ଜୁଲାଇ ୩ ତାରିଖରେ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ କରୋନା ମହାମାରୀ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି