ଖେଳ ଦେଶ ବିଦେଶ ରାଜ୍ୟ

ଗୋଲଡେନ ବୟଙ୍କ ହାତରେ ରୁଟି ଚା’: କହିଲେ ଟେନସନ ମୁକ୍ତିର ମୂଳ ମନ୍ତ୍ର, ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ ୨୧/୦୯: ଅଲମ୍ପିକ ବିଜେତା ତଥା ଗୋଲଡେନ ବୟଙ୍କ ସଫଳତାର ରାଜ୍ କଣ ଜାଣନ୍ତି । ଚା ଓ ରୁଟି । ଯାହାକି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ଟ୍ୱିଟରରେ ନୀରଜ ଚୋପ୍ରା ଏବେ ବେଶ୍ ଚର୍ଚ୍ଚାରେ । କଥା କଣ କି ନୀରଜ କହିଛନ୍ତି କେମିତି ପାଇବେ ଟେନସନରୁ ମୁକ୍ତି । ପୋଷ୍ଟରେ ତାଙ୍କୁ ଏକ ନିଆରା ଅନ୍ଦାଜରେ ଦେଖିବାକୁ ମିଳିଛି ।

ଅର୍ଥାତ୍ ଚା ଗ୍ଲାସ ଓ ରୁଟି ଧରି ସେ କହିଛନ୍ତି ଟେନସନ ମୁକ୍ତିର ବାର୍ତ୍ତା । ନୀରଜଙ୍କ ଗୋଟିଏ ହାତରେ ଚା ଗ୍ଲାସ ଓ ଅନ୍ୟ ହାତରେ ପଟେ ରୁଟି । ନିଜ ଟ୍ୱିଟର ଆକାଉଣ୍ଟରେ ସେ ଏମିତି କିଛି ଲେଖି ପୋଷ୍ଟ ସେୟାର କରିଛନ୍ତି ନୀରଜ । ତଳେ କ୍ୟାପସନରେ ଲେଖିଛନ୍ତି ଖାଓ ରୋଟି, ପିଓ ଚାଏ । ଟେନସନକୁ କର ବାଏ ବାଏ ।

ନୀରଜ ଏହି ଫଟୋକୁ ସେୟାର କରିବାର କିଛି ସମୟ ମଧ୍ୟରେ ଏହା ଖୁବ ଜୋରରେ ଭାଇରାଲ୍ ହେଉଛି । କିଛି ଲୋକ ତାଙ୍କର ଏହି ଷ୍ଟାଇଲକୁ ଖୁବ୍ ତାରିଫ କରୁଛନ୍ତି । ସୂଚନା ଥାଉକି, ଟୋକିଓ ଅଲିମ୍ପିକରେ ଜାଭେଲିନରେ ଗୋଲ୍ଡ ଜିତି ଦେଶର ଟେକ ରଖିଛନ୍ତି ଗୋଡଡେନ୍ ବୟ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ