ଖେଳ ରାଜ୍ୟ

୨୭ ତାରିଖ ଭାରତ ବନ୍ଦରେ ସାମିଲ ହେବେ କଳାହାଣ୍ଡି ଜିଲ୍ଲାର ପ୍ରାୟ ୩୦ ସଂଗଠନ

କଳାହାଣ୍ଡି ୨୦।୯: ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ବାନରେ ସେପ୍ଟେମ୍ବର ୨୭ ତାରିଖ ଭାରତ ବନ୍ଦ । କଳାହାଣ୍ଡି ଜିଲ୍ଲାର ନିର୍ମାଣ ଶ୍ରମିକ ସଂଗଠନର ସମର୍ଥନ ଆହ୍ବାନରେ ପ୍ରାୟ ୩୦ ଗୋଟି ସଂଗଠନ ଏଥିରେ ସାମିଲ ନେଇ ସୂଚନା ମିଳିଛି । ଭବାନୀପାଟଣାଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମିଳିତ କ୍ରିୟାନୁଷ୍ଠାନ କମିଟି ସୂଚନା ଦେଇଛନ୍ତି ।

ବିଶେଷ କରି କେନ୍ଦ୍ରର ତିନି କୃଷି ଆଇନ ରଦ୍ଦ ସହ ଶସ୍ୟର ଏମଏସପି ଆଇନ ଲାଗୁ ପାଇଁ ଦାବିକୁ ସମର୍ଥନ କରାଯାଇଛି । ସେହିପରି ଜିଲ୍ଲାରେ ୧୨ଘଣ୍ଟା ଚକ, ଅଖ, ଦୋକାନ, ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଜନସାଧାରଣ ସହଯୋଗ ପାଇଁ ଆହ୍ବାନ ଜଣାଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ