ଖେଳ ଦେଶ ବିଦେଶ

ଟସ୍‌ ବିଜେତା ୱାର୍ନର ବୁମ୍‌ରା ବିଶ୍ବର ଶ୍ରେଷ୍ଠ ଟି-୨୦ ବୋଲର: ବଣ୍ଡ୍‌

ଚଳିତ ଋତୁରେ ସର୍ବାଧିକ ଟସ୍ ଜିତିବାର ଗୌରବ ଡେଭିଡ୍‌ ୱାର୍ନରଙ୍କ ନାମକୁ ଯାଇଛି। ୧୫ ମ୍ୟାଚ୍‌ରୁ ସେ ୧୧ ଥର୍ ଟସ୍ ଜିତିଛନ୍ତି। ଏ କ୍ଷେତ୍ରରେ ସେ ଆଇପିଏଲ୍‌ କୀର୍ତ୍ତିମାନର ସମକକ୍ଷ ମଧ୍ୟ ହୋଇଛନ୍ତି। ୨୦୧୭ରେ ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏବଂ ୨୦୧୮ରେ ମହେନ୍ଦ୍ର ସିଂହ ଧୋନି ଚେନ୍ନାଇ ସୁପର୍‌ କିଙ୍ଗ୍ସ ପାଇଁ ମଧ୍ୟ ୧୧ ଥର ଲେଖାଏଁ ଟସ୍ ଜିତିଥିଲେ। ଏହି ଦୁଇ ବର୍ଷ ମଧ୍ୟ ମୁମ୍ବାଇ ଓ ଚେନ୍ନାଇ ବିଜେତା ମୁକୁଟ ଜିତିଥିଲେ। ଶୁକ୍ରବାର କିନ୍ତୁ ହାଇଦ୍ରାବାଦକୁ ଏହାର ଫର୍ମରେ ଥିବା ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ୱିକେଟରକ୍ଷକ ଋଦ୍ଧିମାନ ସାହାଙ୍କ ବିନା ଖେଳିବାକୁ ପଡ଼ିଥିଲା। ତାଙ୍କ ବଦଳରେ ଅନ୍ୟତମ ବେଙ୍ଗଲ ୱିକେଟରକ୍ଷକ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଶ୍ରୀବତ୍ସ ଗୋସ୍ବାମୀ ଋତୁର ପ୍ରଥମ ମ୍ୟାଚ୍‌ ଖେଳି ଶୂନରେ ଆଉଟ୍ ହୋଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ