ଦେଶ ବିଦେଶ ଧର୍ମ

Ganesh Chaturthi 2021: ଗଣେଷଙ୍କ ପାଖରେ ଭୋଗ ଲଗାନ୍ତୁ ଏହି ୧୦ଟି ଜିନିଷ, ଖୁସି ହେବେ ପ୍ରଭୁ

ଆଉ ମାତ୍ର କେଇଟା ଦିନ ପରେ ଆସୁଛି ଗଣେ ଚତୁର୍ଥୀ । ତେଣୁ ପୂଜା ପାଇଁ ବିଭିନ୍ନ ପୂଜା ମଣ୍ଡପ ଠାରୁ ଆରମ୍ଭ କରି ଘରେ ଘରେ ଏହାର ପ୍ରସ୍ତତି ଆରମ୍ଭ ହୋଇଗଲାଣି । ଚଳିତ ବର୍ଷ ଗଣେଷ ପୁଜା ସେପ୍ଟେମ୍ବର ୧୦ ତାରିଖରେ ପଡ଼ୁଛି । ପୂରା ଦେଶ ଗଣପତିଙ୍କୁ ପୂଜା କରିବେ । ଏହି ଗଣେଷଙ୍କୁ ପୂଜା କରିବା ସମୟରେ କିଛି ଜରୁରୀ ଜିନିଷର ଧ୍ୟାନ ରଖନ୍ତୁ ଗଣପତି ନିଶ୍ଚୟ ଭାବରେ ପ୍ରସନ୍ନ ହେବେ । ଦେଶରେ ୧୦ ଦିନ ପର୍ଯ୍ୟନ୍ତ ଗଣେଷଙ୍କୁ ପୂଜା କରାଯାଏ । କୁହାଯାଏ ଗଣେଷଙ୍କୁ ପ୍ରସନ୍ନ କରିବା ଦ୍ୱାରା ରିଦ୍ଧି-ସିଦ୍ଧି, ସୁଖ ସମୃଦ୍ଧି ସବୁକିଛି ପ୍ରାପ୍ତ ହୋଇଥାଏ । ତେଣୁ ଆଜି ଆମେ ଗଣପତି ବାପ୍ପାଙ୍କୁ କଣ ଭୋଗ ଲଗାଇ ପୂଜା କରିବେ ସେମ୍ପର୍କରେ କହିବାକୁ ଯାଉଚୁ ।

୧. ଗଣେଷଙ୍କୁ ପୂଜା କରିବା କଥା ଉଠିଲା ସବୁଠୁ ପ୍ରଥମେ ଲଡୁ କଥା ମନକୁ ଆସିଥାଏ । ତେଣୁ ତାଙ୍କ ଜନ୍ମୋତ୍ସବରେ ଲଡୁ ଭୋଗ ଲଗାନ୍ତୁ ।

୨. ଦ୍ୱିତୀୟ ଦିନରେ ଭୋଗ ଲଗାଇବାକୁ ତାଙ୍କର ପ୍ରିୟ ମୋତିଚୁରର ଲଡୁ ଚଢ଼ାନ୍ତୁ । ଆଉ ବାଳ ରୂପରେ ପୂଜା କରି ମୋତିଚୁର ଲଡୁ ଲଗାନ୍ତୁ ।

ଆହୁରି ପଢନ୍ତୁ
ମୋବାଇଲ୍ ଗେମ୍ ଖେଳିବାକୁ ଦେଉନଥିଲେ ବାପା,…

Sep 6, 2021
ଏଣିକି Fixed Depositରେ ଗ୍ରାହକଙ୍କୁ ଆଉ…

Sep 6, 2021
୩. ସ୍ୱାଦିଷ୍ଟ ବେସନ ଲଡୁ ଭୋଗ ଲଗାନ୍ତୁ । କାରଣ ତାଙ୍କୁ ବେସନ ଲଡୁ ଖୁବ୍ ପସନ୍ଦ ।

୪. ପୂଜାର ଚତୁର୍ଥ ଦିନ ଫଳ ଭୋଗ ଲଗାନ୍ତୁ । ଏଥିରେ କଦଳୀ ଅର୍ପଣ କରନ୍ତୁ । ସନାତନ ଧର୍ମରେ ଏହାକୁ ଉତ୍ତମ ବୋଲି ଧରାଯାଏ ।

୫. ଏହାସହିତ ଆପଣ ମାନେ ସ୍ୱାଦିଷ୍ଟ କ୍ଷୀରୀ ବି ଭୋଗ ଲଗାଇପାରିବେ । ଘରେ ତିଆରି କରି ଭୋଗ ଲଗାନ୍ତୁ ଭଗବାନ ପ୍ରସନ୍ନ ହେବେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ