ଖେଳ

ଶେଷ ଦିନରେ ଭାରତକୁ ପଦକ ବର୍ଷା, ବ୍ୟାଡମିଣ୍ଟନରେ ସୁନା ଜିତିଲେ ସୁନା ପୁଅ କୃଷ୍ଣା

ଜାପାନ ୦୫/୦୯: ଜାପାନ ଟୋକିଓ ଅଲିମ୍ପିକରେ ଭାରତକୁ ପଦକ ବର୍ଷା । ପୁଣିଥରେ ଦେଶପାଇଁ ଗୌରବ ଆଣିଛନ୍ତି ସୁନ ପୁଅ କୃଷ୍ଣା ନାଗର । ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ଦେଇଛନ୍ତି କୃଷ୍ଣା । ବ୍ୟାଡମିଣ୍ଟନ କାଟାଗୋରୀରେ ସେ ହାସଲ କରିଛନ୍ତି ଏହି ସଫଳତା । ପୁରୁଷ ସିଙ୍ଗଲସ ଏସଏଚ-୬ ରେ ଫାଇନାଲରେ ସେ ହଙ୍ଗକଙ୍ଗର ଚୁ ନାମଙ୍କୁ ହରାଇଛନ୍ତି ।

ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି କୃଷ୍ଣ ନାଗର ଟୋକିଓ ପାରାଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ବ୍ୟାଡମିଣ୍ଟନର ପୁରୁଷ ସିଙ୍ଗଲ୍ସ SH6 ଫାଇନାଲରେ ହଂକଂର ଚୁ ମାନଙ୍କୁ ୨୧-୧୭, ୧୬-୨୧, ୨୧-୧୭ରେ ପରାସ୍ତ କରିଛନ୍ତି । ଫଳରେ ପଦକ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି । ଭାରତରେ ବର୍ତ୍ତମାନ ୫ ଟି ସ୍ୱର୍ଣ୍ଣ, ୮ ଟି ରୌପ୍ୟ ଏବଂ ୬ ଟି ବ୍ରୋଞ୍ଜ ପଦକ ମିଳିଛି । ପାରାଲିମ୍ପିକ୍ ଇତିହାସରେ ଏହା ହେଉଛି ଭାରତର ଶ୍ରେଷ୍ଠ ପଦକ …

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ