ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

କେଉଁ ଜିଲ୍ଲାରେ ଏଯାବତ କରୋନା ସଂକ୍ରମିତଙ୍କ ସଂଖ୍ୟା କେତେ ଜାଣନ୍ତୁ

ଭୁବନେଶ୍ବର: ଗତ ୨୪ ଘଣ୍ଟାର କରୋନା ରିପୋର୍ଟ ପ୍ରକାଶ ପାଇଛି। ରାଜ୍ୟରେ ପୁଣି ୧୪୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୮୬୭ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୬୨୭ ଜଣ ଅଛନ୍ତି । ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୮ ହଜାର ୭୬୮ରେ ପହଞ୍ଚିଥିବା ବେଳେ ସେଥିମଧ୍ୟରୁ ସୁସ୍ଥ ହୋଇ ସାରିଲେଣି ୨ ଲକ୍ଷ ୮୩ ହଜାର ୫୩୩ ଜଣ। ଏବେ ସକ୍ରିୟ ଅଛନ୍ତି ୧୩୭୮୯ ଜଣ ଆକ୍ରାନ୍ତ।

ତେବେ ଏଯାବତ ଅନୁଗୁଳ ଜିଲ୍ଲାରୁ ୮,୫୩୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବର ଜିଲ୍ଲାରୁ ୧୦,୬୪୭ଜଣ, ବରଗଡ଼ରୁ ୯,୦୩୪ଜଣ, ଭଦ୍ରକରୁ ୬,୮୭୬ଜଣ, ବଲାଙ୍ଗୀରରୁ ୭,୧୬୯ଜଣ, ବୌଦ୍ଧ ଜିଲ୍ଲାରୁ ୨,୬୩୦, କଟକରୁ ୨୬, ୫୨୪ଜଣ, ଦେବଗଡ଼ରୁ ୧,୦୯୬ଜଣ, ଢ଼େଙ୍କାନାଳରୁ ୫, ୨୬୮ଜଣ, ଗଜପତିରୁ ୩,୮୮୦ଜଣ, ଗଞ୍ଜାମରୁ ୨୧, ୩୪୨ଜଣ,ଜଗତସିଂହପୁରରୁ ୭,୯୨୨ଜଣ, ଯାଜପୁରରୁ ୧୧, ୦୬୮ଜଣ, ଝାରସୁଗୁଡ଼ାରୁ ୬,୫୭୬ଜଣ, କଳାହାଣ୍ଡିରୁ ୫,୪୦୨ଜଣ, କନ୍ଧମାଳରୁ ୫, ୭୩୭ଜଣ, କେନ୍ଦ୍ରାପଡ଼ାରୁ ୭, ୯୧୮ଜଣ, କେନ୍ଦୁଝରରୁ ୬,୬୬୮ଜଣ, ଖୋର୍ଧାରୁ ୪୯,୫୯୮ଜଣ, କୋରାପୁଟରୁ ୭,୫୨୦ଜଣ, ମାଲକାନଗିରିରୁ ୫,୦୦୧ଜଣ, ମୟୁରଭଞ୍ଜରୁ ୧୧,୮୨୯ଜଣ, ନବରଙ୍ଗପୁରରୁ ୫,୪୩୫ଜଣ, ନୟାଗଡ଼ରୁ ୬,୧୪୫ଜଣ, ନୂଆପଡ଼ାରୁ ୬,୦୦୪ଜଣ, ପୁରୀରୁ ୧୨, ୮୫୭ଜଣ, ରାୟଗଡ଼ାରୁ ୮,୧୫୧ଜଣ, ସମ୍ବଲପୁରରୁ ୮,୧୮୨ଜଣ, ସୁବର୍ଣ୍ଣପୁରରୁ ୪,୫୧୮ଜଣ, ସୁନ୍ଦରଗଡ଼ରୁ ୧୧,୫୮୬ଜଣ ଓ ଷ୍ଟେଟପୁଲରୁ ୭,୬୫୪ଜଣ କରୋନା ଆକ୍ରାନ୍ତ ଏଯାବତ ଚିହ୍ନଟ ହୋଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ