ଧର୍ମ

ଖୋଲିଲା ଶାବର ଶ୍ରୀକ୍ଷେତ୍ର, ଦର୍ଶନ ଦେଲେ ଭାବଗ୍ରାହୀ ବିଭୋର ହେଲେ ଭକ୍ତ

କୋରାପୁଟ ୦୪/୦୮: ଖୋଲିଲା କୋରାପୁଟ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିଲା ଶାବର ଶ୍ରୀକ୍ଷେତ୍ରର ଜଗନ୍ନାଥ ମନ୍ଦିର । ଦର୍ଶନ ଦେଲେ ମହାପ୍ରଭୁ ଦର୍ଶନ କଲେ ଭକ୍ତ । ଦୀର୍ଘ ଦିନର ବ୍ୟବଧାନ ପରେ ଭକ୍ତଙ୍କୁ ପାଇ ମହାପ୍ରଭୁ ଭି ଆନନ୍ଦିତ ସେବାୟତ ମଧ୍ୟ ଖୁସ । ମନ୍ଦିର କୋଭିଡ କଟକଣାକୁ ନେଇ ମୁଖ୍ୟ ପ୍ରବେଶ ପଥରେ ମାସ୍କ, ସାନିଟାଇଜ, ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ଥିବା ବେଳେ ଭକ୍ତଙ୍କୁ ଫୁଲ ଓ ପ୍ରସାଦ ମନା ତଥାପି ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ ।

କଟକଣା ଭିତରେ ଆସୁଛନ୍ତି ଦର୍ଶନ କରି ଆନନ୍ଦିତ ହେଉଛନ୍ତି । ଦୀର୍ଘ ଦିନ ପରେ ସର୍ବସାଧାରଣଙ୍କ ପାଇଁ ଖୋଲିଲା ଶାବର ଶ୍ରୀକ୍ଷେତ୍ର ର ସିଘଂ ଦ୍ବାର କୋଭିଡ ଜନିତ କଟକଣା ପାଇଁ ବନ୍ଦ ରହିଥିଲା ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ । ଏସଆରସିଙ୍କ ନିର୍ଦ୍ଦେଶ ମୁତାବକ ଗତକାଲି ଜିଲ୍ଲାପାଳ ସର୍ବସାଧାରଣ ଦର୍ଶନ ନିମନ୍ତେ ସବୁ ଧର୍ମାନୁଷ୍ଠାନ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଆଜି ଗୁପ୍ତେଶ୍ୱରକୁ ଛାଡି ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ