ଖେଳ ଦେଶ ବିଦେଶ ମନୋରଞ୍ଜନ

ବିରାଟଙ୍କ ସହ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଲେ ଅନୁଷ୍କା ଶର୍ମା : ଭାଇରାଲ୍ ହେଲା ଫଟୋ

ନୂଆଦିଲ୍ଲୀ ୬/୧୧: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଅଧିକାଂଶ ସମୟରେ ନିଜ ଅନ୍ଦାଜକୁ ନେଇ ଚର୍ଚ୍ଚାରେ ରୁହନ୍ତି। କିଛି ଦିନ ତଳେ ସେ ନିଜ ସ୍ବାମୀଙ୍କ ୩୨ତମ ଜନ୍ମଦିନ ଧୁମଧାମରେ ସେଲିବ୍ରେଟ୍ କରିଥିଲେ। ସେ ନିକଟରେ ସ୍ବାମୀ ବିରାଟ କୋହଲିଙ୍କ ସହ ନିଜ କିଛି ରୋମାଣ୍ଟିକ୍ ଫଟୋ ମଧ୍ୟ ସେୟାର କରିଥିଲେ। ଏହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା।

ଅନୁଷ୍କା ଶର୍ମାଙ୍କ ଏହି ରୋମାଣ୍ଟିକ୍ ଫଟୋରେ ସେ ଏବଂ ବିରାଟ କୋହଲି ପରସ୍ପରକୁ ଆଲିଙ୍ଗନ କରୁଥିବା ନଜର ଆସିଛନ୍ତି। ଏହା ସହିତ ଏକ ଫଟୋରେ ଅନୁଷ୍କା ଶର୍ମା ତାଙ୍କୁ କିସ୍ କରୁଥିବା ମଧ୍ୟ ନଜର ଆସିଛନ୍ତି। ବିରାଟ ଏବଂ ଅନୁଷ୍କାଙ୍କ ଫଟୋ ଖୁବ୍ କ୍ୟୁଟ୍ ଲାଗୁଛି।

ବିରାଟ ଏବଂ ଅନୁଷ୍କା ଖୁବ୍ ଶୀଘ୍ର ବାପା-ମାଆ ହେବାକୁ ଯାଉଛନ୍ତି। ଆସନ୍ତା ବର୍ଷ ଜାନୁୟାରୀ ମାସରେ ଉଭୟଙ୍କ ଘରେ ନୂଆ ଅତିଥି ଆସିବ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ