ଖେଳ

ଟୋକିଓରେ ଦମ୍ ଦେଖାଇବାକୁ ତୟାର ଭାରତୀୟ, ଫୋକସରେ ଷ୍ଟାର ଖେଳାଳୀ ଓ ସମ୍ପର୍କର ପ୍ରତିଯୋଗିତା

ନୂଆଦିଲ୍ଲୀ ୧୮/୭ : ହାତରେ ଆଉ ସମୟ କମ୍ । କ୍ରୀଡା ମହାକୁମ୍ଭରେ ଦମ୍ ଦେଖାଇବେ ଭାରତୀୟ ଖେଳାଳୀ । ୧୨୨ ଜଣିଆ ଭାରତୀୟ ଦଳ ଟୋକିଓ ଅଲମ୍ପିକରେ ସଫଳତାର ଭରସା ଓ ବିଶ୍ବାସ ରଖିଛନ୍ତି । ଆଥଲେଟ ଠାରୁ ଆରମ୍ଭ କରି ତୀରନ୍ଦାଜୀ ସବୁଠି କରିବେ କମାଲ ଭାରତୀୟ ଖେଳାଳୀ । ତେବେ ଏକ ବିଶେଷ ଦୃଷ୍ଟିରୁ ଏଥର ପ୍ରତିଯୋଗିତା ସବୁଠୁ ଟପ୍ ।

କାରଣ ମୈଦାନରେ ଦେଖିବାକୁ ମିଳିବ ସମ୍ପର୍କର ପ୍ରତିଯୋଗିତା । ସେହିଭଳି ଟୋକିଓ ଅଲମ୍ପିକ୍ ଏଥର କିଛି ଷ୍ଟାର ଖେଳାଳୀଙ୍କ ଶେଷ ସୁଯୋଗ ହୋଇପାରେ । ସୁପର ମମ୍ ତତା ୬ ଥର ବିଶ୍ବ ଚାମ୍ପିଅନ ଏମ.ସି ମେରିକମ, ଟେନିସ୍ ଷ୍ଟାର ସାନିଆ ମିର୍ଜା, ସେମାନଙ୍କ ଉପରେ ରହିଛି ନଜର । ଏମାନେ ଶେଷ ପ୍ରତିଯୋଗିତାକୁ ଅବିସ୍ମରଣୀୟ କରିବାକୁ ନିଶ୍ଚିତ ଭାବେ କରିବେ କସରତ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ