ମନୋରଞ୍ଜନ

ଓଜନ ବଢ଼ାଇଲେ ଅକ୍ଷୟ କୁମାର

ଫିଟ୍‌ନେସ୍‌ କିଙ୍ଗ୍‌ ଅକ୍ଷୟ କୁମାର ଓଜନ ବଢ଼ାଇଛନ୍ତି। ଫିଟ୍‌ନେସ ଏବଂ ସୁସ୍ଥ ଜୀବନଯାପନକୁ ନେଇ ଖିଲାଡ଼ି କୁମାର ଅକ୍ଷୟ ଅନେକଙ୍କ ପ୍ରେରଣା ହୋଇପାରିଛନ୍ତି। ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ରକ୍ଷା ବନ୍ଧନ ପାଇଁ ସେ ନିଜ ଓଜନ ବୃଦ୍ଧି କରିଥିବା ଜଣାପଡ଼ିଛି। ଏଥିପାଇଁ ସେ ୫ କେଜି ଓଜନ ବଢାଇଥିବା ଜଣାପଡ଼ିଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ଏଲ୍ ରୟ। ଏଥିରେ ଅକ୍ଷୟଙ୍କ ବିପକ୍ଷରେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ଭୂମି ପେଡନେକର।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ