ଦେଶ ବିଦେଶ ମନୋରଞ୍ଜନ

୫୫ ବର୍ଷରେ ଶାହରୁଖ୍‌, ପ୍ରେମ ବାଣ୍ଟିବାକୁ ବାର୍ତା

ସୁପରଷ୍ଟାର ଶାହରୁଖ୍‌ ଖାନ୍‌ ୫୫ ବର୍ଷରେ ପଦାର୍ପଣ କରିଥିବା ବ‌େଳେ ସେ ତାଙ୍କ ପ୍ରଶଂସକଙ୍କ ଶୁଭେଚ୍ଛା କୃତଜ୍ଞତା ଜଣାଇଛନ୍ତି। ଏହି ଅବସରରେ ତାଙ୍କର ପ୍ରଶଂସକମାନେ ଶାହରୁଖ୍‌ଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ରକ୍ତଦାନ ଶିବିର ଆୟୋଜନ ସହ ପିପିଇ ଉପକରଣ ବାଣ୍ଟିଥିଲେ।

ଏନେଇ ସେ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ଏହା ଆଶ୍ଚର୍ଯ୍ୟଜନକ। ଏକଥା ବି କହିଛନ୍ତି, ପ୍ରେମ ନବାଣ୍ଟିଲେ ତୁମେମାନେ ଲଭର ବୟ ହୋଇପାରିବ ନାହିଁ। ତେଣୁ ପ୍ରେମ ବାଣ୍ଟିଥିବାରୁ ତୁମମାନଙ୍କୁ ଧନ୍ୟବାଦ। ଆସନ୍ତାବର୍ଷ ଆମେ ଏକାଠି ହୋଇ ପାର୍ଟି କରିବା ବୋଲି ସେ କହିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ