ମନୋରଞ୍ଜନ

ଶାନ୍ତାବାଈ ସନ୍ନି

ଅତୀତରେ ‘ଲୈଲା’, ‘ବେବି ଡଲ୍‌’, ‘ମୋହା ମୁନ୍ଦୁରି’ ଓ ‘ପିଙ୍କ୍‌ ଲିପସ’ ପରି ଆଇଟମ୍ ନମ୍ବରରେ ସନ୍ନି ନିଜର ଜିସ୍ମ ଜଲୱା ଦେଖାଇ ଦର୍ଶକଙ୍କୁ ବାୟା କରିଥିଲେ ସନ୍ନି ଲିଓନ୍। ସନ୍ନି ମଧ୍ୟ କିଛି ବଲିଉଡ୍ ମୁଭିର ମୁଖ୍ୟ ନାୟିକା ସାଜିଛନ୍ତି। ଜିସ୍ମ-୨, ରାମଗିଣୀ-ଏମଏମଏସ୍-୨, ଜ୍ୟାକପଟ୍, ଡିକେ, ଏକ ‌ପହେଲି ଲୀଲା, ବେଲିମ୍ୟାନ୍ ଲଭ୍, ଫୁଡ୍ଡୁ ଆଦି ଚଳଚ୍ଚିତ୍ରର ନାୟିକା ସାଜି ସନ୍ନି ଖାସ୍ କରି ନିଜର ପର୍ଣ୍ଣଷ୍ଟାର ଅନ୍ଦାଜର ଜିସ୍ମ ଜଲୱା ଦେଖାଇଛନ୍ତି।

ଏବେ ସନ୍ନି ଏକ ମରାଠୀ ଚଳଚ୍ଚିତ୍ର ‘ଆମଦାର ନିବାସ’ରେ ଆଇଟମ୍ ଗୀତଦୃଶ୍ୟର ନାୟିକା ଭାବେ ଦେଖିବାକୁ ମିଳିବେ। କାହାଣୀର ନାୟକ ରୋହିତ ଚୌଧୁରୀ ଏବଂ ରାଜନେତା ଭୂମିକାରେ ଥିବା ସାୟାଜୀ ସିନ୍ଦେ ମଧ୍ୟ ଏଇ ଗୀତଦୃଶ୍ୟରେ ସନ୍ନିଙ୍କ ସହ ରୋମାନ୍ସ କରିଛନ୍ତି। ଗୀତଟିର ମୁଖୁଡ଼ା ଲାଇନ୍ ରହିଛି ‘ଶାନ୍ତାବାଈ ଶାନ୍ତବାଈ’। ଏଥିରେ ସନ୍ନି ହଳଦୀ ରଙ୍ଗର ଧୋତି ଓ ବ୍ଲାଉଜ୍‌ ପିନ୍ଧି ନାଚଗୀତର ତାଳେ ତାଳେ ନଖରାମୀ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ