ଦେଶ ବିଦେଶ ମନୋରଞ୍ଜନ

ବିବାଦରେ କେବିସି ଓ ଅମିତାଭ : ମନୁସ୍ମୃତି ସମ୍ବନ୍ଧିତ ପ୍ରଶ୍ନକୁ ନେଇ ଭଡକିଲେ ଇଣ୍ଟରନେଟ୍ ୟୁଜର, ବଚ୍ଚନଙ୍କୁ କଲେ ଟ୍ରୋଲ, ସୋ’କୁ ବାତିଲ ପାଇଁ ଦାବି

ନୂଆଦିଲ୍ଲୀ,୧/୧୧: ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ସୋ ‘କୌନ ବନେଗା କରୋଡପତି’ର ସିଜିନ ୧୨ ଫିକା ପଡି ଯାଇଛି । ଏପରିକି ଏହାକୁ ଲୋକ ଏତେ ଦେଖୁନଥିବା ବେଳେ ପସନ୍ଦ ମଧ୍ୟ କରୁ ନାହାଁନ୍ତି । ନିକଟରେ ଏହାର ଏକ ଏପିସୋଡକୁ ନେଇ ସୋସିଆଲ ମିଡିଆରେ ଏହି ସିରିଜକୁ ନେଇ ବ୍ୟାନ୍ କରାଯାଉ ବୋଲି କ୍ୟାମ୍ପେନ୍ ଆରମ୍ଭ ହୋଇଛି ।

କେବିସିର ଏକ ଏପିସୋଡରେ ଅମିତାଭ ମନୁସ୍ମୃତିକୁ ନେଇ ପ୍ରଶ୍ନ ପଚାରିଥିଲେ । ପ୍ରଶ୍ନଟି ଥିଲା ଯେ, ଡିସେମ୍ବର ୨୫, ୧୯୨୭ରେ ଆମ୍ବେଦକର ଓ ତାଙ୍କ ସହଯୋଗୀମାନେ କାହାର କପି ଜାଳିଥିଲେ । ଏହାର ସମ୍ଭାବ୍ୟ ଉତ୍ତର ଥିଲା୧- ବିଷ୍ଣୁ ପୁରାଣ, ୨- ଭଗବତ ଗୀତା, ୩- ଋକବେଦ, ୪-ମନୁସ୍ମୃତି

ଏହି ପ୍ରଶ୍ନକୁ ଅନେକ ସମାଲୋଚନା କରିଛନ୍ତି । ଏହା ବାମପନ୍ଥୀ ବିଚାରଧାରାକୁ ପ୍ରଦର୍ଶିତ କରୁଥିବା ଓ ହିନ୍ଦୁଙ୍କ ଭାବନାକୁ କ୍ଷତି ପହଁଚାଉଥିବା ଅଭିଯୋଗ ହୋଇଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ