ଦେଶ ବିଦେଶ ମନୋରଞ୍ଜନ

ବାଥ୍‌ରୋବ୍‌ ସହ ବଧୂ ବେଶରେ କାଜଲ

ଦକ୍ଷିଣୀ ଅଭିନେତ୍ରୀ କାଜଲ ଅଗ୍ରୱାଲ ଆଜି ଶିଳ୍ପପତି ଗୌତମ କିଚ୍‌ଲୁଙ୍କୁ ବିବାହ କରିଛନ୍ତି। କରୋନା ମହାମାରୀ ଯୋଗୁଁ କେବଳ ପରିବାର ଲୋକଙ୍କ ଗହଣରେ କାଜଲଙ୍କ ବିବାହ ସମ୍ପନ୍ନ ହୋଇଥିଲେ ବି ନିଜର ପ୍ରତିଟି ଖୁସିର ମୁହୂର୍ତ୍ତ ସେ ନିଜ ପ୍ରଶଂସକମାନଙ୍କ ସହ ସେୟାର କରିଛନ୍ତି।

ମେହେନ୍ଦି, ହଲ୍‌ଦୀ ଓ ସଙ୍ଗୀତ ଆଦି ସମସ୍ତ ରୀତିନୀତିର ଫଟୋ କାଜଲ ସାମାଜିକ ଗଣମାଧ୍ୟମରେ ସେୟାର କରିଥିବା ଦେଖିବାକୁ ମିଳିଛି। ଏବେ ବିବାହର ଖୁବ୍‌ ପୂର୍ବରୁ ବାଥ୍‌ରୋବ୍‌ ପିନ୍ଧି ବଧୂ ମେକ୍‌ଅପ୍‌ରେ କାଜଲ ଏକ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଥିଲେ। ଏହାର ଶିରୋନାମାରେ ଲେଖିଥିଲେ, ଝଡ଼ ପୂର୍ବର ନିରବତା। ଫଟୋରେ ତାଙ୍କ ପଛପଟେ ତାଙ୍କ ବିବାହ ଲେହେଙ୍ଗାର ଝଲକ୍‌ ମଧ୍ୟ ଦେଖିବାକୁ ମିଳିଛି। ଫଟୋରେ ତାଙ୍କୁ ଦକ୍ଷିଣ ଭାରତୀୟ ବଧୂ ମେକ୍‌ଅପ୍‌ରେ ଦେଖିବାକୁ ମିଳିଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ