ମନୋରଞ୍ଜନ

ଫେରୁଛନ୍ତି ଗଲି ବୟ

‘ଗଲି ବୟ’ ଷ୍ଟାର୍ ସିଦ୍ଧାନ୍ତ ଚତୁର୍ବେଦୀ ଓ ହ୍ବାଇଟ୍ ଟାଇଗର୍ ଫେମ୍ ଆଦର୍ଶ ଗୌରବ ନୂଆ ଅବତାରରେ ପୁଣି ଫେରୁଛନ୍ତି। ଜୋୟା ଅଖ୍‌ତର ପ୍ରଡକ୍ସନ ପ୍ରସ୍ତୁତ କରିବାକୁ ଯାଉଥିବା ଏହି ନୂଆ ଚଳଚ୍ଚିତ୍ରରେ ସିଦ୍ଧାନ୍ତ ଓ ଗୌରବଙ୍କ ସହ ନାୟିକା ଭୂମିକାରେ ଅବତୀର୍ଣ୍ଣ ହେବେ ଷ୍ଟାର ଡଟର୍ ଅନନ୍ୟା ପାଣ୍ଡେ।

କୋଭିଡ୍‌ର ଦ୍ବିତୀୟ ଲହର ପାଇଁ ଦେଶ ବିଦେଶରେ କଡ଼ା କଟକଣା ଜାରି ହେଇଥିବାରୁ ଏବେ ଫିଲ୍ମ ସୁଟିଂ ସ୍ଥଗିତ ରହିଛି। ପ୍ରଯୋଜକ ଜୋୟା ଅଖ୍‌ତର ତାଙ୍କ ପରବର୍ତ୍ତୀ ସିନେମାର ଶୀର୍ଷକ ଚୂଡ଼ାନ୍ତ କରି ନ ଥିଲେ ମଧ୍ୟ ଏଥିପାଇଁ ଚୟନ କରିଥିବା ତିନି ଉଦୀୟମାନ ତାରକାଙ୍କ ସହ ଚୁକ୍ତି ସ୍ବାକ୍ଷର କରିସାରିଛନ୍ତି। ଧର୍ମା ପ୍ରଡକ୍ସନ ନିର୍ମାଣାଧୀନ ନୂଆ ସିନେମାରେ ଦୀପିକା ପାଦୁକୋନ୍‌ଙ୍କ ସହ ସିଦ୍ଧାନ୍ତ ଚତୁର୍ବେଦୀ ଓ ଅନନ୍ୟା ପାଣ୍ଡେ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ