ଖେଳ

କୋହଲିଙ୍କ ସ୍କୁଲ୍‌ ବେଳର ଫଟୋ ଭାଇରାଲ

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କର କ୍ରିକେଟ୍‌ ପ୍ରତି କେତେ ମୋହ ତାହା ପାଠ ପଢ଼ିଲା ବେଳରୁ ଜଣାପଡୁଥିଲା। ସ୍କୁଲ୍‌ରେ ପଢ଼ିଲା ବେଳର ଏଭଳି କିଛି ଫଟୋ ଏବେ ତାଙ୍କର ଜଣେ ସ୍କୁଲ୍‌ ସାଥୀ ଗଣମାଧ୍ୟମରେ ପୋଷ୍ଟ କରିବା ପରେ ଭାଇରାଲ ହେବାରେ ଲାଗିଛି। ବିଶେଷକରି କୋହଲିଙ୍କୁ କ୍ରିକେଟ୍‌ ନିଶା କେତେ ଘାରୁଥିଲା ତାହା ଫଟୋରୁ ପ୍ରତୀୟମାନ। ପୂର୍ବରୁ ଉଭୟ କୋହଲି ଓ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପତ୍ନୀ ଅନୁଷ୍କା ଶର୍ମା ଓ ସାକ୍ଷୀ ଧୋନି ଯେ ସ୍କୁଲ୍‌ ବେଳରୁ ବାନ୍ଧବୀ ଥିଲେ ସେନେଇ ଗୁରୁବାର ଫଟୋ ଭାଇରାଲ ହେବାର ଦିନକ ପରେ କ୍ରିକେଟ୍‌ ପ୍ରତି ସମର୍ପିତ କୋହଲିଙ୍କ ପିଲା ବେଳର ଫଟୋ ପ୍ରଶଂସକଙ୍କୁ ବେଶ୍‌ ବିମୋହିତ କରୁଛି। ଏହିସବୁ ଫଟୋଗୁଡ଼ିକ କୋହଲିଙ୍କ ଦିଲ୍ଲୀ ସ୍କୁଲ୍‌ ସାଥୀ ସାଲଜ ସନ୍ଧି ସେୟାର କରିଛନ୍ତି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ