ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଆକ୍ରାନ୍ତ ଥିବା ମାଓବାଦୀ ବିନୋଦ ବିହାରୀ ନାୟକର ପରଲୋକ

ସମ୍ବଲପୁର: କରୋନା ଆକ୍ରାନ୍ତ ଥିବା ମାଓବାଦୀ ବିନୋଦ ବିହାରୀ ନାୟକର ମୃତ୍ୟୁ। ଗତ ୨୦୧୬ରୁ ମାଓବାଦୀ ବିନୋଦ ବିହାରୀ ଜେଲଦଣ୍ଡ ଭୋଗୁଥିଲା। ହେଲେ ଦୁଇ ବର୍ଷ ତଳେ ତା’ର ପକ୍ଷାଘାତ ହୋଇଥିବା ବେଳେ ସମ୍ବଲପୁର ସରକାରୀ ଜେଲରେ ତା’ର ଚିକିତ୍ସା ଚାଲିଥିଲା। ତାଙ୍କ ଭାଇ ମନୋରଞ୍ଜନ ନାୟକ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ୨୦୨୦ରେ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ବିନୋଦଙ୍କୁ ଜାମିନ ମିଳିନଥିଲା। ଗତ ୪ଦିନ ତଳେ ସେ କରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ ବୁର୍ଲା କୋଭିଡ ହସ୍ପିଟାଲକୁ ଅଣାଯାଇଥିଲା।

ହେଲେ ଆଜି ଭୋର ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାକୁ ୬୬ବୟସ ହୋଇଥିବା ବେଳେ ସେ ଜୁଜୁମୁରା ବ୍ଲକ ମାରଙ୍ଗ ବାହାଲ ଗାଁ ବାସିନ୍ଦା ଥିଲା ବୋଲି ଜଣାପଡ଼ିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ