ମନୋରଞ୍ଜନ

ମୁଁ କଙ୍ଗନାଙ୍କ ହିରୋ ହେବିନି

ଆପଣ ଜାଣନ୍ତି କି ବହୁଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରଣାୱତ୍‌ଙ୍କ ବିପକ୍ଷର ନାୟକ ସାଜିବାକୁ ଦିବଂଗତ ଅଭିନେତା ଇରଫାନ୍ ଖାନ୍ ରୋକଠୋକ୍ ମନା କରିଦେଇଥିଲେ! ଏକଦା ‘ଲଞ୍ଚ୍ ଇଭେଣ୍ଟ୍’ ମୁଭିର ମହୁରତ ସମୟରେ କଙ୍ଗନା ଇରଫାନ୍‌ଙ୍କୁ କହିଥିଲେ, ଆମେ ଦୁହେଁ ଏକାଠି ଗୋଟିଏ ଚଳଚ୍ଚିତ୍ରରେ କାମ କରିବା। ହେଲେ ଇରଫାନ୍ କଙ୍ଗନାଙ୍କୁ ମନା କରିଦେଇଥିଲେ। ସେ କହିଥିଲେ, ଗୋଟିଏ କୋଷରେ ଦୁଇଟି ତରବାରୀ କେବେହେଲେ ଏକାଠି ରହିପାରିବ ନାହିଁ। ପୂର୍ବରୁ ‘ନକ୍ ଆଉଟ୍’ ପରି କିଛି ସିନେମାରେ କଙ୍ଗନାଙ୍କ ସହ ଇରଫାନ୍ କାମ କରିଥିଲେ, ହେଲେ ଏ ଦୁହେଁ କୌଣସି ଦୃଶ୍ୟରେ ଏକାଠି ଦେଖିବାକୁ ମିଳି ନ ଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ