କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

କୋଭିଡ କଟକଣା ଭିତରେ ବିନା ଭକ୍ତରେ ରୁକୁଣା ରଥଯାତ୍ରାକୁ ଅନୁମତି

ଭୁବନେଶ୍ବର: ରୁକୁଣା ରଥକୁ ନେଇ ବିଏମସି ପକ୍ଷରୁ ନୂଆ ଗାଇଡ ଲାଇନ ଜାରି କରାଯାଇଛି। ଏଥର ରୁକୁଣା ରଥଯାତ୍ରାରେ ଭକ୍ତଙ୍କୁ ବାରଣ କରାଯାଇଛି। କେବଳ ସେବାୟତଙ୍କ ଉପସ୍ଥିତିରେ ହେବ ରଥ ଯାତ୍ରା।
ଏହାଛଡ଼ା ୪୮ ଘଣ୍ଟା ସେବାୟତଙ୍କ ଆରଟିପିସିଆର୍ ଟେଷ୍ଟ ପୂର୍ବରୁ କରାଯିବା ଲାଗି ସ୍ଥିର ହୋଇଛି। ନେଗେଟିଭ ଆସିଥିବା ସେବାୟତ ହଁଇ ଯୋଗଦେବେ। ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ସେବାୟତମାନଙ୍କର ଦୈନିକ ଭିତ୍ତିରେ ଥର୍ମାଲ୍ ସ୍କ୍ରିନିଂ କରିବାକୁ ମନ୍ଦିର କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।

ଏଠାରେ ଖାଦ୍ୟ ବିକ୍ରେତା / ମୀନା ବଜାର / ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ପ୍ରକାର କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। କାରଣ ଏହା ଏକତ୍ର ହେବା ଏବଂ ଅପରିଷ୍କାର ପରିବେଶ ସୃଷ୍ଟି କରିବା ଦ୍ବାରା କରୋନା ସଂକ୍ରମଣ ବଢ଼ିପାରେ। ରଥଯାତ୍ରା ସମୟରେ କିମ୍ବା ଅନ୍ୟ କୌଣସି ସମୟରେ ବାଣ ଫୁଟାଇବା ବି ମନା। ପର୍ବ ସମୟରେ ଛେପ ପକାଇବା ଏବଂ ପାନ / ଗୁଟଖା ଚୋବାଇବାକୁ ବି ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,