ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ

ମୋହନା,୦୭/୦୩: ଆଧୁନିକ ଯୁଗରେ ଏବେବି ଲୋକଙ୍କ ମନରେ ରହିଛି ଅନ୍ଧବିଶ୍ୱାସ । ଛୋଟ ଛୁଆଙ୍କ ଶରୀର ସୁସ୍ଥ ରହିବା ପାଇଁ ପେଟରେ ଚେଙ୍କ ଦିଆଯାଉଛି । ଏଭଳି ଏ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ ପୁରୁଣାପାଣି ପଞ୍ଚାୟତ ଆଖଡlସାହି ଗାଁରେ ।

ଗାଁର ଛୋଟ ପିଲାଙ୍କୁ ହିନ ନାୟକ ନାମକ ଜଣେ ବ୍ୟକ୍ତି ପିଲାଙ୍କୁ ଚେଙ୍କ ଦେଉଥିବା ଦେଖିବାକୁ ମିଳିଛି । ଚେଙ୍କ ଦେବା ପାଇଁ ପିଲାଙ୍କ ବାପା ,ମାଆ ମଧ୍ୟ ସହଯୋଗ କରୁଛନ୍ତି ।ପ୍ରତିବର୍ଷ ମକର ସଂକ୍ରାନ୍ତି ବେଳେ ଏହି ଚେଙ୍କ ଦେବା ଆରମ୍ଭ ହୋଇଥାଏ । ଏହା ବର୍ଷ ତମାମ ଜାରି ରହିଥାଏ ବୋଲି ଜଣାପଡିଛି ।

ତେବେ ସ୍ୱାସ୍ଥ୍ୟର ବିକାଶ ପାଇଁ ସରକାର ବହୁ ଯୋଜନା କରୁଥିବା ବେଳେ ଗାଁ ମାନଙ୍କରେ ଚେଙ୍କ ଦେବା ଘଟଣା ସରକାରଙ୍କ ଯୋଜନାର କାର୍ଯ୍ୟକାରିତାକୁ ନେଉ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଘଟଣା ଉଭୟ ପ୍ରଶାସନିକ ଅବହେଳା ଓ ଲୋକଙ୍କ ମୱରେ ସଚେତନତାର ଅଭାବକୁ ବୟାନ କରୁଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ