ଦେଶ ବିଦେଶ ମନୋରଞ୍ଜନ

ତାପସି ଓ ଅନୁରାଗଙ୍କ ଘରେ ଆୟକର ଚଢ଼ଉ

ବଲିଉଡ୍‌ ଅଭିନେତ୍ରୀ ତାପସି ପନ୍ନୁ ଓ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ମୁମ୍ବାଇସ୍ଥିତ ବାସଭବନରେ ଆୟକର ବିଭାଗ ଚଢ଼ଉ କରିଛି। ଏହା ସହିତ ପୁନେ ଘର ସହ ପ୍ରାୟ ୨୨ଟି ସ୍ଥାନରେ ଚଢ଼ଉ ହୋଇଛି। ମଧୁ ମାଣ୍ଟେନା ଓ ଅନ୍ୟାନ୍ୟ ବି-ଟାଉନ୍ କଳାକାରଙ୍କ ଘରେ ମଧ୍ୟ ଆୟକର ବିଭାଗ ଚଢ଼ଉ କରିଛି। ତେବେ ଟିକସ ଫାଙ୍କି ଅଭିଯୋଗରେ ଆୟକର ବିଭାଗ ଚଢ଼ଉ କରିଥିବା ବେଳେ ଏଯାବତ୍ କେତେ ଟଙ୍କା ଜବତ କରିଛି ସେ ନେଇ କୌଣସି ଖବର ଦେଇନାହିଁ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ