ଦେଶ ବିଦେଶ ମନୋରଞ୍ଜନ

ଅଜୟ ଦେବଗନ୍‌ଙ୍କ ଗାଡ଼ି ଅଟକାଇଲେ ଶିଖ ଯୁବକ

ନୂତନ କୃଷି ଆଇନକୁ ନେଇ ପ୍ରାୟ ଶହେରୁ ଅଧିକ ଦିନ ହେବ କୃଷକମାନେ ଆନ୍ଦୋଳନ କରୁଛନ୍ତି। ଆନ୍ଦୋଳନକୁ ନେଇ ହଲିଉଡ୍‌ରୁ ଆରମ୍ଭ କରି ବିଭିନ୍ନ ସିନେ ତାରକା ସମର୍ଥନରେ ଟିପ୍ପଣୀ ଦେଉଥିବା ବେଳେ ଅଜୟ ଦେବଗନ୍‌ଙ୍କ ଚୁପ୍ ରହିବା ଘଟଣା ଆନ୍ଦୋଳନକାରୀଙ୍କୁ କ୍ଷୁବ୍ଧ କରିଛି। ଯେଉଁଥିପାଇଁ ଗତକାଲି ମୁମ୍ବାଇ ରାସ୍ତାରେ ଯାଉଥିବା ବେଳେ ରାଜଦୀପ ସିଂହ ଅଧା ରାସ୍ତାରେ ଗାଡ଼ି ଅଟକାଇବା ସହିତ ତାଙ୍କୁ ପ୍ରକୃତ ଶିଖ୍ ନୁହଁ ବୋଲି କହିଥିଲେ। ତେବେ ମୁମ୍ବାଇ ପୁଲିସ୍ ଘଟଣା ବିଷୟରେ ଅବଗତ ହେବା ପରେ ଯଥା ଶୀଘ୍ର ଘଟଣାସ୍ଥଳକୁ ଯାଇ ରାଜଦୀପଙ୍କୁ ଗିରଫ କରିବା ସହିତ ଅଜୟଙ୍କୁ ଯିବାକୁ ବାଟ ଛାଡ଼ିଥିଲା। ପୁଲିସ୍ ରାଜଦୀପକୁ ଆଇପିସି ୩୪୧, ୫୦୫, ୫୦୬ ମାମଲାରେ ଗିରଫ କରିଥିଲା ଏବଂ ଏହାର କିଛି ଘଣ୍ଟା ପରେ ଛାଡ଼ିଦେଇଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ