ଧର୍ମ

ଆରମ୍ଭ ହେବାକୁ ଯାଉଛି ମଙ୍ଗଳକାରୀ ସଂଯୋଗ, ଏହି ରାଶିମାନଙ୍କର ହେବ ମଙ୍ଗଳ ହିଁ ମଙ୍ଗଳ

ଜ୍ୟୋତିଶ ଶାସ୍ତ୍ରାନୁସାରେ ମଙ୍ଗଳବାର ଆରମ୍ଭ ହେଉଛି ମଙ୍ଗଳକାରୀ ସଂଯୋଗ। ଯେଉଁଥିରୁ କିଛି ରାଶିର ଲୋକଙ୍କ ମଙ୍ଗଳ ହିଁ ମଙ୍ଗଳ ହେବ। ଏହି ରାଶିର ଲୋକଙ୍କ ଜୀବନରେ ସୁଖ ସମୃଦ୍ଧି ଓ ଶାନ୍ତି ଆସିବା ସହ ଅପାର ସଫଳତାର ବି ଅଧିକାରୀ ହେବେ। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ଲୋକେ ଏହି ସଂଯୋଗର ଲାଭ ପାଇବାକୁ ଯାଉଛନ୍ତି।
ରାଶିଚକ୍ରର ପ୍ରଥମ ଓ ତୃତୀୟ ରାଶି ଅର୍ଥାତ ମେଶ ଓ ମିଥୁନ ରାଶି ଏହି ସଂଯୋଗର ପ୍ରଚୁର ଲାଭ ପାଇବେ। ଏହି ରାଶିର ଲୋକଙ୍କ ଜୀବନ ଅଚାନକ ସୁଧୁରିବାରେ ଲାଗିବ। ସମାଜରେ ସେମାନଙ୍କ ମାନସମ୍ମାନ ବୃଦ୍ଧି ସହ ସେମାନଙ୍କ ସ୍ୱପ୍ନ ସାକାର ହେବ। ଏଥିରେ ଏମାନେ ହନୁମାନଜୀଙ୍କ ପୂଜାର୍ଚ୍ଚନା କଲେ ଅଧିକ ଶୁଭଫଳ ପ୍ରାପ୍ତ କରିପାରିବେ।
ମକର ଓ ବୃଷ ରାଶି ଜାତଙ୍କ ଲାଗି ଏହି ସଂଯୋଗ ଅଧିକ ଲାଭକାରୀ ହେବ। ଏହି ସଂଯୋଗ ରାଶିର ଜାତକଙ୍କ ଲାଗି ବହୁତ ଖାସ ସାବ୍ୟସ୍ତ ହେବ। ଏହି ରାଶିର ଜାତକଙ୍କୁ ଜୀବନର ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ସେମାନଙ୍କ ପରିବାର ଭୋଗୁଥିବା ସମସ୍ତ ସମସ୍ୟାରୁ ମୁକ୍ତ ହେବ। ଏବେ ଏହି ଜାତକ ସଫଳ ଜୀବନ ଯାପନ ଲାଗି ସୁ ଅବସର ପାଇବେ।
ସେହିପରି ବୃଶ୍ଚିକ ଓ କୁମ୍ଭ ରାଶିଜାତକଙ୍କୁ ମଧ୍ୟ ଏହି ସଂଯୋଗର ଶୁଭଫଳ ମିଳିବ। ହନୁମାନଜୀଙ୍କ କୃପାରୁ ଏମାନଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନର ସଙ୍କେତ ମିଳୁଛି। ଏହି ରାଶି ଜାତକ ଜୀବନର ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ସେମାନଙ୍କ ଘରେ ସୁଖ ସମୃଦ୍ଧି ଆସିବ। ହନୁମାନଜୀଙ୍କ ପୂଜାର୍ଚ୍ଚନା ଆହୁରି ଫଳପ୍ରଦ କରିବ ସେମାନଙ୍କ ଜୀବନକୁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ