ଦେଶ ବିଦେଶ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବେଆଇନ ଫି ଆଦାୟକୁ ନେଇ ଅସନ୍ତୋଷ, ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ତ ହେଲେ ଅଭିଭାବକ

ବଲାଙ୍ଗୀର ୧।୩: ବଲାଙ୍ଗୀର ଜିଲ୍ଲାରେ ଚଳିତ ଶିକ୍ଷା ବର୍ଷ ପାଇଁ ଆରମ୍ଭ ହୋଇଛି ବିଭିନ୍ନ ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀଙ୍କ ନାମଲେଖା । ତେବେ ଘରୋଇ ସ୍କୁଲଗୁଡିକର ଆଡମିଶନ ଫି ବୃଦ୍ଧିକୁ କମାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହେଲେ କୋର୍ଟଙ୍କ ଆଦେଶକୁ ମଧ୍ୟ ଖୋଲା ଖୋଲି ଉଲଙ୍ଘନ କରୁଛନ୍ତି ବିଭିନ୍ନ ସ୍କୁଲ ମାଲିକ । ତେବେ ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଏନେଇ ଜିଲ୍ଲାପାଳଙ୍କୁ ବେଆଇନ ଫି ଆଦାୟ ସ୍କୁଲର ବିନା ନାଁରେ କିମ୍ବା ନମ୍ବରରେ ନେଉଥିବା ସହ ରସିଦ ଦେଉଛନ୍ତି ।

ବାଧ୍ୟତାମୂଳକ ଭାବରେ ଅଭିଭାବଙ୍କଠାରୁ ଫି ଆଦାୟ କରୁଛନ୍ତି ଏହି ସବୁକୁ ବନ୍ଦ କରିବା ସହ ସ୍କୁଲ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ଅଭିଭାବକ ସଙ୍ଘ । ସେପଟେ ସ୍କୁଲଗୁଡିକୁ ଅଭିଭାବକମାନେ ଏହାକୁ ନେଇ ବିରୋଧ କରିବାକୁ ଗଲେ ଅଭିଭାବକଙ୍କ ନାଁରେ ଏତଲା ଦେବା ସହ ପୋଲିସ ଭୟ ଦେଖାଉଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ଯାହାକୁ ନେଇ ଜିଲ୍ଲାପାଳଙ୍କ ପାଖରେ ନ୍ୟାୟ ପାଇଁ ଦାବି କରିଛନ୍ତି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି