ଖେଳ ଦେଶ ବିଦେଶ ରାଜ୍ୟ

ମଦନପୁର କପ୍ ଫୁଟବଲ୍: କଟକ ମହିଳା ବିଜେତା

ଭୁବନେଶ୍ବର : ନବଜ୍ୟୋତି କ୍ଲବ୍‌ ଆନୁକୂଲ୍ୟରେ ମଦନପୁର ‌ହାଇସ୍କୁଲ ପଡ଼ିଆରେ ଚାଲିଥିବା ମଦନପୁର କପ୍‌ ଫୁଟ୍‌ବଲ୍‌ ପ୍ରତି‌ଯୋଗିତାର ମହିଳା ବର୍ଗରେ କଟକ ଦୌଡ଼କୁଦ ସଂଘ ବିଜେତା ହୋଇଛି। ଶନିବାରର ଫାଇନାଲ୍‌ରେ ଏହି ଦଳ କିସ୍‌କୁ ୨-୦ ଗୋଲ୍‌ରେ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ସସ୍ମିତା ବେହେରା (୩୫ ମିନିଟ୍) ଓ ବେବି ସିଂହ (୧୮ ମିନିଟ୍) ଗୋଲ୍ କରିଥିଲେ। ସସ୍ମିତା ମ୍ୟାଚ୍ ଏବଂ ଜୋତ୍ସାରାଣୀ ହେମ୍ବ୍ରମ୍ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବଚିତ ହୋଇଥିଲେ। ଜୟନ୍ତ କୁମାର ଜେନା, ସରୋଜ କୁମାର ନାୟକ ଅତିଥି ଥିଲା ବେଳେ ଅଭିଷେକ ଜେନାମଣୀ ମଞ୍ଚ ପରିଚାଳନା କରିଥିଲେ। ସଭାପତିତ୍ବ କରିଥିଲେ ପ୍ରଦୀପ କୁମାର ବଳିୟାରସିଂହ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ