ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ହୃଦରୋଗ ପରାମର୍ଶ କେନ୍ଦ୍ର ଉଦଘାଟିତ

ସାଲେପୁର,୨୮/୦୨: କଟକ ଜିଲ୍ଲା ସାଲେପୁର ସହରରେ ହୃଦରୋଗ ପରାମର୍ଶ କେନ୍ଦ୍ର ଉଦଘଟିତ। ସାଲେପୁର ଡାଇଗୋନିଷ୍ଟ ସେଣ୍ଟର ଓ ହାଇଟେକ ମେଡିକାଲ ଭୁବନେଶ୍ୱର ମିଳିତ ସହଯୋଗରେ ଏହି ପରାମର୍ଶ କେନ୍ଦ୍ର ଖୋଲା ଯାଇଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ହାଇଟେକ୍ ମେଡ଼ିକାଲର ନିର୍ଦ୍ଦେଶକ ଡ଼ ରାକେଶ ପାଣି ,ହାଇଟେକ୍ ମୁଖ୍ୟ କାଯ୍ୟନିର୍ବାହୀ ମାଲକିନ ବେହେରା, ଡ଼ ସତୀଶ ଚୌଧୁରୀ, ସମାଜସେବୀ ପ୍ରଶାନ୍ତ କର, ସାଲେପୁର ଡାଇଗୋନିଷ୍ଟ ସେଣ୍ଟରର ପ୍ରତିଷ୍ଠାତା ଶିଶିର କୁମାର ପଣ୍ଡା ଆଦି ଉପସ୍ଥିତ ଥିଲେ।

ଉଦଘାଟନୀ ଉତ୍ସବରେ ମାଗଣାରେ ଗରିବ, ଅସହାୟ ଓ ସାମ୍ବାଦିକ ମାନଙ୍କର ସ୍ୱାସ୍ଥ୍ୟ ହାଇଟେକ ମେଡିକାଲର ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ପରୀକ୍ଷା କରାଯାଇଥିଲା। ଗ୍ରାମାଞ୍ଚଳ ଗରିବ ଅସହାୟ ଲୋକଙ୍କୁ ଚିକିତ୍ସା କ୍ଷେତ୍ରରେ ସାହାଯ୍ୟ କରାଯିବ ବୋଲି ହାଇଟେକ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ