ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ


ମେଷ: ଆପଣ ନିଜ କାମକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସ˚ପୂର୍ଣ୍ଣ କରିନେବେ। ଘରକୁ ବନ୍ଧୁଙ୍କ ଯିବା ଆସିବା ଲାଗି ରହିବ। ଜୀବନସାଥୀଙ୍କୁ ବାହାରକୁ ବୁଲାଇ ନେଇଯିବେ।

ବୃଷ: ଲଗାତାର ପ୍ରୟାସରେ ସଫଳତା ପାଇବେ। ଲୁଗା ବ୍ୟବସାୟୀଙ୍କୁ ସତର୍କ ରହିବାକୁ ହେବ। ପରିବାର ସହିତ ଭଲରେ ସମୟ ଅତିବାହିତ କରିବେ।


ମିଥୁନ: ଚାକିରି ସମ୍ବନ୍ଧରେ କୌଣସି ଶୁଭ ସମାଚାର ପାଇବେ। କିଛି ନୂଆ ଲୋକଙ୍କ ସହିତ ସାକ୍ଷାତ ହୋଇପାରେ। ବେପାରୀଙ୍କ ଲାଗି ଦିନଟି ଭଲ।

କର୍କଟ: ଆପଣଙ୍କର ହାସ୍ୟୋଦ୍ଦୀପକ ସ୍ବଭାବ ପାଇଁ ଲୋକପ୍ରିୟତା ବୃଦ୍ଧି ହେବ। ପରିଜନଙ୍କ ସହିତ ଜିନିଷ କିଣିବା ଲାଗି ସହରକୁ ଯିବେ। ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ।

ସି˚ହ: ସାମାଜିକ ଉତ୍ସବରେ ଯୋଗ ଦେବେ। ଅଫିସରେ ଆପଣଙ୍କୁ ସତର୍କ ରହିବାକୁ ହେବ। ଦୋକାନୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।

କନ୍ୟା: ନୂଆ କାମ ଆରମ୍ଭ କରିବା ଲାଗି ଆପଣ ବହୁତ ଉତ୍ସୁକ ରହିବେ। ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିପାରେ। ପାରିବାରିକ ଜୀବନ ସୁଖମୟ ହେବ।

ତୁଳା: ମନରେ ଧାର୍ମିକ ଭାବନା ଉଦୟ ହେବ। ଅଧୢାପକଙ୍କ ଲାଗି ଭଲ ଦିନଟିଏ। ବ୍ୟବସାୟରେ ଉନ୍ନତି ହେବ। ବିବାହିତ ଲୋକଙ୍କୁ ଶୁଭ ସମାଚାର ମିଳିବ।

ବିଛା: ଅତୀତର କଥାକୁ ନେଇ ଚିନ୍ତିତ ରହିପାରନ୍ତି। ବନ୍ଧୁଙ୍କ ସହଯୋଗରେ ସବୁ ଅଶାନ୍ତିର ସମାଧାନ ହୋଇଯିବ। କର୍ତ୍ତୃପକ୍ଷଙ୍କ ଠାରୁ ଉପଯୋଗୀ ଉପହାର ପାଇପାରନ୍ତି।

ଧନୁ: ଆପଣଙ୍କ ବିଚାର ସକାରାତ୍ମକ ରହିବ। ଗାୟକଙ୍କ ଲାଗି ଭଲ ଦିନଟିଏ। ବେପାରରେ ଲାଭର ଯୋଗ ରହିଛି। ପରିବାରରେ ସୁଖଶାନ୍ତି ବଢ଼ିବ।

ମକର: ଜରୁରୀ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ଅଚାନକ ଧନଲାଭ ହେବ। ଆପଣ ଖୁସି ଖବର ପାଇବେ। ବିବାହିତଙ୍କ ଲାଗି ଭଲ ଦିନଟିଏ।

କୁମ୍ଭ: ଆପଣଙ୍କ ବ୍ୟବହାରରେ ଅନ୍ୟମାନେ ପ୍ରସନ୍ନ ରହିବେ। କୌଣସି ଶୁଭ ସମାଚାର ପାଇବେ। ମନୋର˚ଜନ କାର୍ଯ୍ୟରେ ଖର୍ଚ୍ଚ କରିବେ।

ମୀନ: ଆପଣଙ୍କ ମନ ରଚନାତ୍ମକ କାର୍ଯ୍ୟ ଆଡ଼କୁ ଢଳିବ। ବାହାରକୁ ବୁଲି ଯିବା ପାଇଁ ଇଚ୍ଛା ହେବ। ଛାତ୍ର ପରୀକ୍ଷାରେ ବହୁତ ଭଲ କରିବେ। ପରିବାରର ସ୍ଥିତି ଠିକ୍‌ ରହିବ।

NewsLaxmi7

About Author

You may also like

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ
ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ