କଳା ଓ ସଂସ୍କୃତି

ଦଶହରା ଦିନ ଘରର ଦିଗକୁ ଏପରି କରନ୍ତୁ ସ୍ଥିର : ହେବେ ସୁଖୀ

ଦଶହରାର ପର୍ବ ଅସତ୍ୟ ଉପରେ ସତ୍ୟର ବିଜୟ । ଏହି ଦିନ ଭଗବାନ ରାମ ରାବଣଙ୍କୁ ପରାଜିତ କରିଥିଲେ। କୁହାଯାଏ ଯେ ଦଶହରାରେ ମାଆ ଦୁର୍ଗା ମଧ୍ୟ ମହିଷାସୁର ରାକ୍ଷସଙ୍କୁ ବଧ କରିଥିଲେ। ଏହି ଦିନ ଦଶ ଦିଗପାଳଙ୍କ ପୂଜା କରାଯାଇଥାଏ। ଆସନ୍ତୁ ଜାଣିବା ବାସ୍ତୁ ଅନୁସାରେ ଦଶହରା ଦିନ ଘରର ଦିଗକୁ ସ୍ଥିର କିପରି କରିବା ଏବଂ ଘରେ କିପରି ସୁଖ ଆଣିବା…

– ଦଶହରା ଦିନ ଘରର ବ୍ରହ୍ମସ୍ଥାନରେ ଯଜ୍ଞ କରନ୍ତୁ। ଯଜ୍ଞ କରିବା ସମୟରେ ଆପଣଙ୍କ ମୁହଁ ପୂର୍ବ ଦିଗ ଆଡ଼କୁ ହେବା ଉଚିତ୍।

– ଘରେ ଦୃଷ୍ଟି ଦୋଷ ପାଇଁ ଯଜ୍ଞ ସମୟରେ ହଳଦିଆ ସୋରିଷର ଆହୁତି ଦିଅନ୍ତୁ।

– ଦଶହରା ଦିନ ସନ୍ଧ୍ୟା ସମୟରେ ଘରର ଦକ୍ଷିଣ ଦିଗ​‌ରେ ଚାରିମୁଖ ବିଶିଷ ଦୀପ ଜଳାନ୍ତୁ।

– ଏହି ଦିନ ଘରର ସ୍ନାନଘରେ ଏକ କାଚର ପାତ୍ରରେ ଲୁଣ ଭରି ରଖନ୍ତୁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,